Latest Odisha News

BREAKING NEWS

ପରୀକ୍ଷାରେ ଫେଲ୍ ହେବାରୁ ଆତ୍ମହତ୍ୟା କରୁଛନ୍ତି ଛାତ୍ରଛାତ୍ରୀ; ୨ ଦିନରେ ଗଲାଣି ୧୦ ଜୀବନ

ହାଇଦ୍ରାବାଦ: ପରୀକ୍ଷା ଫଳ ଖରାପ ହେବାରୁ ୨ ଦିନରେ ୧୦ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଘଟଣା ଆନ୍ଧ୍ର ପ୍ରଦେଶକୁ ଦୋହଲାଇ ଦେଇଛି। ଗତ ବୁଧବାର ଯୁକ୍ତ ୨ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ୨ ପ୍ରଥମ ବର୍ଷରେ ପାସ୍‌ ହାର ୬୧% ରହିଥିବା…

ହନୁମାନ ଜୟନ୍ତୀ ହିଂସାର ଯାଞ୍ଚ କରିବ ବିଜେପି ଯାଞ୍ଚ କମିଟି; ମେ’ ୧ରେ ପହଞ୍ଚିବ ସମ୍ବଲପୁରରେ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ୪ ଜଣିଆ ସଦସ୍ୟ ସମ୍ବଲପୁର ଗସ୍ତ କରି ହନୁମାନ ଜୟନ୍ତୀରେ ହୋଇଥିବା ହିଂସାର ଅନୁଧ୍ୟାନ କରିବେ । ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଗଠିତ ଏହି କେନ୍ଦ୍ରୀୟ ଅନୁଧ୍ୟାନ…

ଅତିକ-ଅଶରଫଙ୍କ କଳା କାରନାମା: ମୁସଲିମ ଯୁବକଙ୍କୁ ପାକିସ୍ତାନ ପଠାଇ ଆତଙ୍କୀ ସଜାଉଥିଲେ

ଲକ୍ଷ୍ନୌ:ମାଫିଆ ଡନ ଅତିକ ଅହମ୍ମଦ ଏବଂ ଅଶରଫର କଳା କାରନାମାକୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଏଟିଏସ ତଦନ୍ତରୁ ଜଣାପଡିଛି, ଅତିକ ଏବଂ ଅଶରଫ ଉଭୟ ମୁସଲିମ ସଂପ୍ରଦାୟର ଯୁବକଙ୍କ ବଦେଶ ପଠାଇ ଆତଙ୍କୀ ସଂଗଠନ ସାମିଲ କରାଉଥିଲେ । ଏହା ବଦଳରେ ଅତିକଙ୍କୁ  ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆଦି…

୨ ମାସ ପରେ ୟୁକ୍ରେନ୍ ଉପରେ ଋଷର ଏୟାର୍‌ ଷ୍ଟ୍ରାଇକ୍; ୪ ଶିଶୁଙ୍କ ସହ ୨୫ ମୃତ୍ୟୁ

ନୂଆଦିଲ୍ଲୀ: ରାତିରେ ୟୁକ୍ରେନରେ ସମସ୍ତେ ଶୋଇଥିଲା ବେଳେ ଏୟାର ଷ୍ଟ୍ରାଇକ୍‌ କଲା ଋଷିଆ। ଦୁଇ ମାସ ପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍‌ରେ ୨୫ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥରେ ୫ ଜଣ ଶିଶୁ ବି ରହିଛନ୍ତି। ଋଷ କବଳରୁ ନିଜର ଅଞ୍ଚଳ ଛଡ଼ାଇ ଆଣିବାକୁ ୟୁକ୍ରେନ୍…

୮ ପ୍ରମୁଖ କ୍ଷେତ୍ରରେ ଉଦ୍ୟୋଗ ଉତ୍ପାଦନ ୩.୬ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ: ଦେଶରେ ୮ଟି ମୁଖ୍ୟ କ୍ଷେତ୍ରରେ ଉତ୍ପାଦନ ହ୍ରାସ ହୋଇଛି। ମାର୍ଚ୍ଚ ମାସରେ ୮ କୋର୍ ସେକ୍ଟର(ମୁଖ୍ୟ କ୍ଷେତ୍ରରେ) ଅଭିବୃଦ୍ଧି ମାତ୍ର ୩.୬ ପ୍ରତିଶତ ରହିଛି। ଶୁକ୍ରବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ଫେବ୍ରୁଆରୀ ମାସରେ ଏହି ଅଭିବୃଦ୍ଧି ହାର ୬…

କରୋନା ଅପ୍‌ଡେଟ୍; ସକ୍ରିୟ ସଂଖ୍ୟାରେ ବଡ. ହ୍ରାସ, ବଢିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କମିଲା କରୋନା ସଂକ୍ରମଣ। ଦିନକରେ ୭,୧୭୧ କରୋନା ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ତେବେ ଆଜି ମୃତ୍ୟୁ ସଂଖ୍ୟା ବଢ଼ିଛି। ୨୪ ଘଣ୍ଟାରେ ୪୦ ଜଣଙ୍କର ଜୀବନ ନେଇଛି କରୋନା ମହାମାରୀ। ନୂଆ ସଂକ୍ରମଣ ହିସାବରେ ଦୈନିକ ସଂକ୍ରମଣ ହାର ୩.୬୯ ପ୍ରତିଶତକୁ…

ଜନ୍ତର ମନ୍ତରରେ ପହଞ୍ଚି ଧାରଣାରେ ବସିଥିବା ମହିଳା ରେସଲରଙ୍କୁ ସମର୍ଥନ ଜଣାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିପକ୍ଷରେ ଚାଲିଥିବା ରେସଲରଙ୍କ ଧାରଣାକୁ ସମର୍ଥନ ଜଣାଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଏଥିପାଇଁ ଆଜି ସକାଳୁ ସକାଳୁ ପ୍ରିୟଙ୍କା ଜନ୍ତରମନ୍ତରରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ଧାରଣାରେ ବସିଥିବା…

ପ୍ରତିକୂଳ ପରିସ୍ଥିତିରେ ୧୨୧ ଭାରତୀୟଙ୍କୁ ଉଦ୍ଧାର କଲା ବାୟୁସେନା; ଏପର୍ଯ୍ୟନ୍ତ କେତେ ଉଦ୍ଧାର ହେଲେଣି ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଅପରେସନ କାବେରୀ ଜାରି ରହିଛି। ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର କରାଯାଇ ସ୍ୱଦେଶ ଫେରାଇ ଅଣାଯାଉଛି। ତେବେ୧୨୧ ଜଣ ଭାରତୀୟଙ୍କୁ ସାହସିକତାର ସହ ଉଦ୍ଧାର କରିଛି ବାୟୁସେନା। ଏମାନଙ୍କୁ ସୁଦାନର ୱାଦି ସାୟିଦନା ଏୟାରପୋର୍ଟରୁ ଉଦ୍ଧାର କରାଯାଇଛି।…

ମୋଦି ସରନେମ ବିବାଦ: ଆଜି ରାହୁଲଙ୍କ ଆବେଦନ ଉପରେ ଶୁଣାଣି କରିବେ ହାଇକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ସରନେମକୁ ନେଇ ଫସିଥିବାବେଳେ ସୁରଟ ସେସନ କୋର୍ଟ ରାୟକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ଏ ମାମଲାର ଆଜି ହାଇକୋର୍ଟ ଶୁଣାଣି କରିବେ । ମୋଦି ସରନେମ ଟିପ୍ପଣୀକୁ ନେଇ ସୁରଟର ଏକ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା…

ମେ ୨ ଯାଏ କାଳବୈଶାଖୀ, ତା’ପରେ ଅସମ୍ଭାଳ ତାତି

ଭୁବନେଶ୍ୱର: ମେ ଦୁଇ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିବ। ତେବେ ଆଜି ସମଗ୍ର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ୩୦ ତାରିଖ ଦିନ କାଳବୈଶାଖୀର ପ୍ରଭାବ…