ରାଜପଥରେ ବସ୍ ଓଲଟି ୧୮ଜଣଙ୍କ ଚାଲିଗଲା ଜୀବନ, ୪୦ରୁ ଅଧିକ ଆହତ
ନୂଆଦିଲ୍ଲୀ:ପେରୁରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। ଲିମାରୁ ଆମାଜନ ଅଞ୍ଚଳକୁ ଯାଉଥିବା ଏକ ବସ୍ ଏଣ୍ଡିଜ୍ ପର୍ବତମାଳାରେ ରାଜପଥରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୮ ଜଣ ଆହତ ହୋଇଛନ୍ତି।
ଅଧିକାରୀଙ୍କ ଅନୁଯାୟୀ, ବସ୍ ଟି ଏକ ତୀକ୍ଷ୍ଣ…