ବିକ୍ରି ହୋଇପାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଟିମ
ବେଙ୍ଗାଲୁର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଚାମ୍ପିୟନ ହୋଇଛି । ବ୍ଲୁମର୍ଗ ରିପୋର୍ଟ ଅନୁସାରେ ଆରସିବିକୁ ବିକିବା ପାଇଁ ଏହାର ମାଲିକ ୟୁନାଇଟେଡ ସ୍ପିରିଟ ଲିମିଟେଡ ଯୋଜନା କରୁଛି । ପୂର୍ବରୁ ୟୁଏସଏଲ ବିଜୟ ମାଲ୍ୟାଙ୍କ କମ୍ପାନୀ ଥିଲା । ୟୁଏସଏଲ…