Latest Odisha News

BREAKING NEWS

କ’ଣ କହିଲେ ସବୁ ଦେଶ……ସର୍ବଦଳୀୟ ପ୍ରତିନିଧିମଣ୍ଡଳଙ୍କୁ ଭେଟି ଫିଡବ୍ୟାକ୍ ନେବେ ମୋଦି

ନୂଆଦିଲ୍ଲୀ: ଭାରତର ବୀରତ୍ବ ବଖାଣି ସ୍ବଦେଶ ଫେରିଛନ୍ତି ଅପରେସନ ସିନ୍ଦୂରର ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ । ବିଦେଶରେ ଆତଙ୍କ ବିରୋଧରେ ରଣହୁଙ୍କାର ଭରିବା ସହ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏହାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ଧ୍ୟା ୭ଟାରେ ତାଙ୍କ ବାସଭବନ, ୭ ଲୋକ…

ଶତ୍ରୁ ପାଇଁ ଚକ୍ରବ୍ୟୁହ ରଚୁଛି ଭାରତ, ୩୦ ହଜାର କୋଟିରେ ବନାଉଛି ଏହି ମିସାଇଲ୍….

ନୂଆଦିଲ୍ଲୀ: ଏବେ ଭାରତ ଶପଥ ନେଇସାରିଛି ଇଟାର ଜବାବ ପଥରରେ ଦେବ । ସେଥିପାଇଁ ନିଜର ପ୍ରତିରକ୍ଷା ପ୍ରଣାଳୀକୁ ଆହୁରି ସଶକ୍ତ କରୁଛି ଭାରତ । ସଶସ୍ତ୍ରବାହିନୀରେ ଲଗାତାର ନୂଆ ନୂଆ କ୍ଷେପଣାସ୍ତ୍ର ପ୍ରଣାଳୀକୁ ସାମିଲ କରୁଛି ଯାହା ଶତ୍ରୁ ଦେଶ ପାଇଁ ଚକ୍ରବ୍ୟୁହ। ଆଉ ଅପରେସନ ସମୟରେ ପାକିସ୍ତାନୀ…

ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବଖାଣିବେ ମୋଦିଙ୍କ ୧୧ ବର୍ଷର ସଫଳତା

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦି ସରକାରଙ୍କୁ ସୋମବାର ୧୧ ବର୍ଷ ପୂରିଛି । ଏହି ଅବସରରେ ମୋଦି ସରକାରଙ୍କ ୧୧ ବର୍ଷର ଗାଥା ପରିପ୍ରକାଶ କରିବା ପାଇଁ ଆଜି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ବିଜେପି ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ଆଜି ମୋଦି…

‘ରାଜ୍ୟପାଳ ଅନୁରୋଧ ନକଲେ…’: ଲସ୍ ଆଞ୍ଜେଲସ୍ ଦଙ୍ଗା ଭିତରେ ଭାଇରାଲ ହେଉଛି ଟ୍ରମ୍ପଙ୍କ ବୟାନ…

ନୂଆଦିଲ୍ଲୀ: ଏବେ ଉଠୁଛି ପଡୁଛି ଲସ୍ ଆଞ୍ଜେଲସ୍ । ଇମିଗ୍ରାଣ୍ଟ ନିୟମକୁ ନେଇ ପ୍ରତିବାଦ ତେଜିବାରେ ଲାଗିଛି । ପ୍ରବାସୀ ସମର୍ଥନ ପ୍ରତିବାଦକୁ ଦମନ କରିବା ପାଇଁ ଟ୍ରମ୍ପ ଲସ୍ ଆଞ୍ଜେଲସ୍ ରେ ନ୍ୟାସନାଲ ଗାର୍ଡ ସୈନିକଙ୍କୁ ନିଯୁକ୍ତ କରିଛନ୍ତି । ଯାହାକୁ କାଲିଫର୍ଣ୍ଣିଆ ରାଜ୍ୟପାଳ ଗାଭିନ୍…

୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ୱେଷ୍ଟଇଣ୍ଡିଜ୍ ବ୍ୟାଟର୍‌ ନିକୋଲସ୍‌ ପୁରନ୍‌, ଲେଖିଲେ…

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବ୍ୟାଟର୍‌ ନିକୋଲସ୍‌ ପୁରନ୍‌ଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର। ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ନିକୋଲସ୍‌ ପୁରନ୍‌।ଇନ୍‌ଷ୍ଟାଗ୍ରାମ୍‌ରେ ଭାବପୂର୍ଣ୍ଣ ପୋଷ୍ଟ କରି ଅବସର ଘୋଷଣା କଲେ। ୱେଷ୍ଟଇଣ୍ଡିଜ୍ ପାଇଁ ୧୦୬ ଏକଦିବସୀୟ ଓ…

ଜେମିନିରେ ଆସିଲା “Scheduled Actions” ଫିଚର; ଜାଣନ୍ତୁ କିପରି ଭବିଷ୍ୟତର କାମ କରେ…

ନୂଆଦିଲ୍ଲୀ: AI ୟୁଜରଙ୍କ ପାଇଁ ଏକ ସହାୟକ ପାଲଟିଛି, ଯାହା ୟୁଜରଙ୍କ କାର୍ଯ୍ୟଗୁଡ଼ିକୁ ମଧ୍ୟ ସିଡ୍ୟୁଲଡ୍‌ କରିପାରିବ। Google ର AI ଆପ୍ Gemini ରେ ସମାନ ଏକ ଫିଚର ଯୋଡାଯାଇଛି, ଯାହାକୁ Schedule Actions କୁହାଯାଏ। ଗୁଗଲ୍‌ର AI ଆସିଷ୍ଟାଣ୍ଟ ଜେମିନି ଏପରି ଏକ ନୂଆ ଫିଚର ଆଣିଛି, ସେହି…

ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍‌: ଦେଶରେ ୨୪ ଘଣ୍ଟାରେ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଦିନ ଦେଶରେ ନୂଆ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଫଳରେ ଦେଶରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୬, ୪୯୧ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।…

ଲସ୍ ଆଞ୍ଜେଲସ୍‌ ଉତ୍ତେଜନାକୁ ନେଇ ତେଜିଲା ରାଜନୀତି, ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ବିରୋଧରେ ମାମଲା ଦାୟର

ୱାଶିଂଟନ: ଲସ୍ ଆଞ୍ଜେଲସ୍‌ ଉତ୍ତେଜନାକୁ ନେଇ ତେଜିଲା ରାଜନୀତି। ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ବିରୋଧରେ ମାମଲା ଦାୟର। ଟ୍ରମ୍ପ୍‌ଙ୍କ ପଦକ୍ଷେପକୁ କାଲିଫର୍ଣ୍ଣିଆ ଗଭର୍ଣ୍ଣର୍‌ଙ୍କ କଡ଼ା ନିନ୍ଦା। ଅବୈଧ ପ୍ରବାସୀ ବିରୋଧରେ ଚଢାଉ ପରେ ହୋଇଥିବା ପ୍ରତିବାଦ ଯୋଗୁଁ ଆମେରିକାର ଲସ୍ ଆଞ୍ଜେଲସ୍‌ରେ…

ଆସାମରେ ୪୫ କୋଟି ଟଙ୍କାର ବିପୁଳ ଡ୍ରଗ୍ସ ଜବତ, ୪ ଗିରଫ

ଗୁହାଟି: ଆସାମରେ ବଡ଼ ଧରଣର ଅପରେସନ୍‌ରେ ପୋଲିସକୁ ସଫଳତା ମିଳିଛି। ଆସାମର କଚାର ଜିଲ୍ଲାରେ ବଡ଼ ଡ୍ରଗ୍ସ ନେକ୍‌ୱାର୍କର ପର୍ଦ୍ଦାଫାସ କରିଛି ପୋଲିସ। ଏଠାରେ ୪୫ କୋଟି ଟଙ୍କାର ବିପୁଳ ଡ୍ରଗ୍ସ ଜବତ କରାଯାଇଛି। ଏହାସହ ୪ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି ଆସାମ ପୋଲିସ। ଆସାମ…

ଆଇଏଏସ ଅଫିସରଙ୍କ ନୂଆ ଠିକଣା: ଭବାନୀପାଟଣା ଜେଲରେ ରାତି କାଟିଲେ ଧୀମନ ଚକମା

ଭୁବନେଶ୍ୱର: ୨୦୨୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଧିମନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ଆଇଏଏସ ବାବୁଙ୍କ ନୂଆ ଠିକଣା ପଲଟିଛି ଭବାନୀପାଟଣା ଜେଲ। ଏହି ଜେଲରେ ରାତି କାଟିଛନ୍ତି ଆଇଏଏସ ଅଧିକାରୀ ଧୀମନ ଚକମା। ରାତିରେ ଖାଇଛନ୍ତି ରୁଟି…