Latest Odisha News

BREAKING NEWS

ପ୍ରବଳ ବର୍ଷା ଆଲର୍ଟ; ରାଜ୍ୟର ୧୦ ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି…

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ଏବଂ ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ବୁଧବାର ରାଜ୍ୟର ପ୍ରାୟ ୧୦ ଜିଲ୍ଲାରେ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ। ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭଦ୍ରକ, ଯାଜପୁର, ବରଗଡ଼,…

କନଷ୍ଟେବଳ ସୌମ୍ୟ ହତ୍ୟା ମାମଲାରେ ପ୍ରାଥମିକ ଚାର୍ଜସିଟରେ ସାଂଘାତିକ ତଥ୍ୟ ଦେଲା କ୍ରାଇମବ୍ରାଞ୍ଚ…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ଜିଆରପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲାକୁ ୩ ମାସ ପୁରିବାକୁ ଯାଉଛି । ଏହା ପୂର୍ବରୁ ପୂର୍ବରୁ ତଦନ୍ତକାରୀ ଟିମ୍ ଟ୍ରାଏଲ୍ କୋର୍ଟରେ ୨୦ ଜଣ ଅଭିଯୁକ୍ତଙ୍କ ନାଁରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ପ୍ରାଥମିକ…

Monsoon Session: ସଂସଦରେ ବିରୋଧୀଙ୍କ ହଙ୍ଗାମା, ୨ଟା ଯାଏଁ ରାଜ୍ୟସଭା ମୁଲତବୀ, ରାହୁଲଙ୍କ ଭାଷଣ ଉପରେ ସମସ୍ତଙ୍କ…

ନୂଆଦିଲ୍ଲୀ: 'ଦ ପବ୍ଲିକ୍ ଏଗ୍ଜାମିନେସନ୍ସ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର୍ ମିନ୍ସ) (ସଂଶୋଧନ) ବିଲ୍, ୨୦୨୬' ଉପରେ ବୁଧବାର ଲୋକସଭାରେ ଦ୍ୱିତୀୟ ଦିନ ପାଇଁ ଆଲୋଚନା ଜାରି ରହିଛି। ଆଜି ଏହି ବିଲ୍‌କୁ ଲୋକସଭାରେ ଅନୁମୋଦନ ମିଳିପାରେ। ତେବେ ବିଲ୍‌କୁ ନେଇ ସଂସଦରେ ତୀବ୍ର ହଙ୍ଗାମା ଦେଖିବାକୁ…

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୧ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜି ପାଳନ ହେବ ବନକଲାଗି ନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ବନକଲାଗି ନୀତି ପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ, ଅର୍ଥାତ୍ ପ୍ରାୟ ୫ ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ…

Marriage Equality: “କେବଳ ସ୍ବାମୀ କାହିଁକି…ସ୍ତ୍ରୀ ବି ବହନ କରନ୍ତୁ ଘର ଏବଂ ପିଲାଙ୍କ ଖର୍ଚ୍ଚ…”

ମୁମ୍ବାଇ: ସ୍ୱାମୀ-ସ୍ତ୍ରୀ ଉଭୟ ରୋଜଗାର କରୁଥିଲେ କେବଳ ସ୍ୱାମୀଙ୍କ ଉପରେ ସମସ୍ତ ଆର୍ଥିକ ଦାୟିତ୍ୱ ଛାଡ଼ି ଦିଆଯାଇପାରିବ ନାହିଁ। ପରିବାରର ଜୀବନଶୈଳୀ ଓ ସନ୍ତାନଙ୍କ ଶିକ୍ଷା ଖର୍ଚ୍ଚ ପାଇଁ ଉଭୟଙ୍କୁ ସମାନ ଭାବେ ସହଯୋଗ କରିବାକୁ ପଡ଼ିବ। "ସମାନତାକୁ ନିଜ ସୁବିଧା ଅନୁସାରେ ଦାବି କରାଯାଇପାରିବ…

Book on President: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନଯାତ୍ରା ଏବେ ପୁସ୍ତକରେ, ‘ଆମ ରାଷ୍ଟ୍ରପତି: ଆମ…

ନୂଆଦିଲ୍ଲୀ: ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ଉପରେ ପୁସ୍ତକ । ଉନ୍ମୋଚନ କଲେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ଭାବେ ଚାରି ବର୍ଷର କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ପ୍ରକାଶିତ ସଚିତ୍ର ସଂକଳନ ‘ଆମ ରାଷ୍ଟ୍ରପତି: ଆମ ଗୌରବ’…

Protest Found Love: ଆସିଥିଲେ ପ୍ରତିବାଦ କରିବା ପାଇଁ… ହେଲେ ଘରକୁ ଫେରିଲେ ଜୀବନସାଥିଙ୍କ ହାତ ଧରି…

ପାଟନା: ପ୍ରୋଟେଷ୍ଟରେ ମିଳିଗଲା ପ୍ରେମ! ଏକ ପ୍ରେମ କାହାଣୀ ଏମିତି ବି । ସାତ ଜନ୍ମ ପାଇଁ ବନ୍ଧନରେ ବାନ୍ଧି ଦେଲା ଦିଲ୍ଲୀ ପ୍ରୋଟେଷ୍ଟ । ମିଳିଗଲା ବିହାରୀ ବାବୁଙ୍କୁ ସ୍ତ୍ରୀ । ସ୍ଲୋଗାନ୍, ବ୍ୟାନର, ହଜାର ହଜାର ଛାତ୍ରଛାତ୍ରୀଙ୍କ ଭିଡ଼... ସମସ୍ତଙ୍କ ଦାବି ଥିଲା ନ୍ୟାୟ। କିନ୍ତୁ ସେହି…

ପିଲା ପଢ଼ିବେ ସେୟାର ମାର୍କେଟ୍‌ ପାଠ: ମାଗଣାରେ ମିଳିବ ଆର୍ଥିକ କାରବାରର ତାଲିମ

ଭୁବନେଶ୍ୱର: କଲେଜ ପିଲା ପଢ଼ିବେ ସେୟାର ମାର୍କେଟ୍‌ ପାଠ। ମାଗଣାରେ ମିଳିବ ମ୍ୟୁଚୁଆଲ ଫଣ୍ଡ, ଇନ୍ୟୁରାନ୍ସ ଓ ଆର୍ଥିକ କାରବାରର ତାଲିମ। ବିକମ୍, ବିଏମଏସ, BBA, BA, MBA ଓ ଏମକମ୍ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଏହି ଶିକ୍ଷା। ୩୦ଘଣ୍ଟାର ବ୍ୟବସାୟିକ ମ୍ୟୁଚୁଆଲ ଫଣ୍ଡ ସାର୍ଟିଫିକେଟ୍ କୋର୍ସ…

ବନ୍ୟା ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର, ୩ ଜିଲ୍ଲା ପାଇଁ ସ୍ୱତନ୍ତ୍ର IAS ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଦେଇ ଆଗକୁ ବଢ଼ୁଛି ଗଭୀର ଅବପାତ। ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ତଳିଆ ଅଞ୍ଚଳରେ ବନ୍ୟାପାଣି ଯୋଗୁଁ ସାଧାରଣ…

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡ଼ିକାଲ କଲେଜ

ଫୁଲବାଣୀ: ଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ। କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସେବା ଓ ଅବଦାନକୁ ସମ୍ମାନ ଜଣାଇବା ପାଇଁ ରାଜ୍ୟ ସରକାର ଏକାଧିକ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାଁରେ ନାମିତ ହୋଇଛି କଲେଜ । ମୁଖ୍ୟମନ୍ତ୍ରୀ…