ଜିଲ୍ଲାପାଳଙ୍କ ଜନଶୁଣାଣୀ ବେଳେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ…
ବାଙ୍କୀ: କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ବାଙ୍କୀରେ ଅନୁଷ୍ଠିତ ଏକ ସାଧାରଣ ଅଭିଯୋଗ ସଭାରେ ଜଣେ ମହିଳା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।
ବାଙ୍କୀ ବ୍ଲକର ବୈଦେଶ୍ୱର ଗ୍ରାମର ପୀଡିତା ମହିଳା ସସ୍ମିତା ମାଝୀ ନିଜ ଉପରେ…