ହମିଦ ଅନ୍ସାରୀଙ୍କ ହିନ୍ଦୁ ଉଗ୍ରବାଦ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଡାହାଣପନ୍ଥୀ ହିନ୍ଦୁ ସାମ୍ପ୍ରଦାୟିକତାକୁ ମୌଳିକ ବାମପନ୍ଥୀ ଉଗ୍ରବାଦ ସହିତ ତୁଳନା କରିବା ତାଙ୍କ ବକ୍ତବ୍ୟ…