Naxal Encounter:ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
ରାୟପୁର: ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର । ଛତିଶଗଡ଼ ସୁକମା ଜିଲ୍ଲାର ଭେଜ୍ଜି ଏବଂ ଚିନ୍ତାଗୁଫା ମଧ୍ୟରେ ଥିବା ଘନ ଜଙ୍ଗଲରେ ଡିଆରଜି ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏହି ଅପରେସନ ସମୟରେ ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଜିଲ୍ଲା ରିଜର୍ଭ ଗାର୍ଡ (DRG)…