Latest Odisha News

BREAKING NEWS

ଶକ୍ତିଶାଳୀ ଭୂକମ୍ପ ୭.୧ ତୀବ୍ରତାରେ ଥରିଲା ଏହି ଦେଶ;ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ: ଜାପାନର କ୍ୟୁଶୁ ଦ୍ୱୀପରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି ।   ଲୋକ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ରହିଛି । ଜାପାନ ପାଣିପାଗ ବିଭାଗ (JMA) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ସମୁଦ୍ର ପତ୍ତନରୁ ୧୦ କିଲୋମିଟର ଗଭୀରତାରେ ରହିଥିଲା। ଏହା ପରେ ସୁନାମି ସତର୍କତା…

Bhitarkanika National Park:ଭିତରକନିକାରେ ଶେଷ ହେଲା କୁମ୍ଭୀର ବସା ଗଣନା;ଚିହ୍ନଟ ହେଲା ୧୧୭ ବସା

ରାଜନଗର:ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷର କୁମ୍ଭୀର ବସା ଗଣନା କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ଚଳିତବର୍ଷ ୧୧୭ ଟି କୁମ୍ଭୀର ବସା ଗଣନା କରାଯାଇଛି । କନିକା ରେଞ୍ଜରେ ସର୍ବାଧିକ ୧୦୬ଟି ବସା,ରାଜନଗର ରେଞ୍ଜରେ ୧୦ଟି ଓ ମହାକାଳପଡା ରେଞ୍ଜରେ ଗୋଟିଏ ବସା ଚିହ୍ନଟ କରାଯାଇଛି ।…

ମହାପ୍ରଭୁଙ୍କୁ ନେଇ ଆନିମେଟେଡ୍ ଫିଲ୍ମ; ରିଲିଜ୍ ଉପରେ ରୋକ୍ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଆନିମେଟେଡ୍ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥଙ୍କ ମୁକ୍ତିଲାଭ ଉପରେ ରୋକ ଲଗାଇବା ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହା ରାଜ୍ୟରେ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିପାରେ ବୋଲି ଯୁକ୍ତି କରାଯାଉଛି। ଯେତେବେଳେ କି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ…

ପେଲେଟ୍ ଗନ୍ ଉପରେ ରୋକ୍ ଲଗାଇବା ପାଇଁ ଦାବି, ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ

ନୂଆଦିଲ୍ଲୀ: ପେପର ଲିକ୍ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ସମ୍ପ୍ରତି ହୋଇଥିବା ପ୍ରତିବାଦ ସମୟରେ, ରାପିଡ୍ ଆକ୍ସନ୍ ଫୋର୍ସ (RAF) ଦ୍ୱାରା ପେଲେଟ୍ ଗନ୍ ବ୍ୟବହାର କରାଯାଇଥିଲା। କିଛି ପ୍ରତିବାଦକାରୀ ଆହତ ହୋଇଥିବା ଜଣାପଡ଼ିଛି। ପ୍ରତିବାଦରେ ଏହାର ବ୍ୟବହାର ବିଷୟରେ ଏବେ ପ୍ରଶ୍ନ ଉଠାଯାଉଛି,…

ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି ,୩୦ରୁ ଅଧିକ ଅସୁସ୍ଥ

ଡେଲାଙ୍ଗ:ମଧ୍ୟାହ୍ନ ଭୋଜନରୁ ମିଳିଲା ଝିଟିପିଟି । ଛାତ୍ରଛାତ୍ରୀମାନେ ଖାଦ୍ୟ ଖାଉଥିବା ବେଳେ ସେଥିରେ ଏକ ମଲା ଝିଟିପିଟି ଦେଖିଥିଲେ । ଏପରି ଘଟଣା ଘଟିଛି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ତେବେ ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୩୦ରୁ ଅଧିକ…

କିଟ୍‍ ଓ କିସ୍‍ ପକ୍ଷରୁ ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧନା; ୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ

ଭୁବନେଶ୍ୱର: ଇଣ୍ଡିଆନ୍ ଆଇଡଲ୍ ସିଜନ୍‌–୧୬ ଜିତି ଇତିହାସ ରଚିଥିବା ଓଡ଼ିଆ ଝିଅ ତଥା କିଟ ଛାତ୍ରୀ ଜ୍ୟୋତିର୍ମୟୀ ନାୟକଙ୍କୁ ଆଜି କିଟ୍‍ ଓ କିସ୍‍ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ସ୍ୱାଗତ କରାଯିବା ସହ ବିରାଟ ପଟୁଆରରେ କିଟ୍‍…

ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିଲା ମେଟା, କହିଲା- ଫେସବୁକରୁ ମୋଦିଙ୍କ ପୋଷ୍ଟ ହଟାଇବା ଏକ ଭୁଲ ଥିଲା

ନୂଆଦିଲ୍ଲୀ: ଫେସବୁକରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟ ହଟାଇବା ପାଇଁ ମେଟା କ୍ଷମା ପ୍ରାର୍ଥନା କରିଛି। ମେଟା କହିଛି ଯେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହଟାଇ ଦିଆଯାଇଥିଲା। ପରେ ତ୍ରୁଟି ସଂଶୋଧନ କରାଯାଇଥିଲା ଏବଂ ହଟାଯାଇଥିବା ବିଷୟବସ୍ତୁକୁ ପୁନରୁଦ୍ଧାର…

ସ୍ତ୍ରୀର ଗଳାକାଟି ହତ୍ୟା; ଜୀବନ ହରିବାକୁ ଉଦ୍ୟମ କଲା ସ୍ବାମୀ`

ଭୁବନେଶ୍ୱର:ସ୍ତ୍ରୀର ଗଳାକାଟି ହତ୍ୟା । ପରେ ସ୍ବାମୀ ନିଜେ ବିଷ ପିଇ ଜୀବନ ହରିବାକୁ କଲା ଉଦ୍ୟମ । ମଞ୍ଚେଶ୍ୱର ଥାନା ଚକେଇସିହାଣୀ ସାହୁ କଲୋନୀରେ ଏପରି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୦୧୯ ମସିହାରେ ବିବାହ ହୋଇଥିଲା ।…

ଦୀଘା ନିକଟରେ ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗ ଛୁଇଁଛି । ପଶ୍ଚିମ ବଙ୍ଗୋପସାଗର ନିକଟରେ ଥିବା ଡିପ୍ ଡିପ୍ରେସନ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଦୀଘାର ନିକଟତର…

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା, ଜାଣନ୍ତୁ…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ଦ୍ୱାରା ଜାରି ହୋଇଥିବା ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ସମ୍ବଲପୁର ଏବଂ କେନ୍ଦୁଝର ଜିଲ୍ଲାର ସମସ୍ତ ସ୍କୁଲକୁ ଆଜି ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ…