Latest Odisha News

BREAKING NEWS

ପଶୁପ୍ରେମୀଙ୍କ ପାଇଁ ଖୁସି ଖବର; ନନ୍ଦନକାନନରେ ୨ ସିଂହ ଛୁଆ ଜନ୍ମ

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ମାୟା ଗର୍ଭରୁ ଦୁଇଟି ସିଂହ ଛୁଆ ଜନ୍ମ ହୋଇଛି। ଯାହା ପରେ ଏସୀୟ ସିଂହ ସଂଖ୍ୟାରେ ବୃଦ୍ଧି ଘଟିଛି। ସୂଚନା ଅନୁଯାୟୀ, ସିଂହ ଶିବମ ସହ ମିଳନ ପରେ ମାୟାର ପ୍ରଥମ ଗର୍ଭଧାରଣରୁ ଏହି ଛୁଆଗୁଡ଼ିକ ଜନ୍ମ ହୋଇଥିଲେ। ଚିଡ଼ିଆଖାନା…

ପୁଣି ଆସୁଛି ବର୍ଷା, ୯ରୁ ଭିଜିବ ଓଡ଼ିଶା…

ଭୁବନେଶ୍ୱର: ସେପ୍ଟେମ୍ବର ୮ ତାରିଖରେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। କିନ୍ତୁ ଏହା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା କମ୍ ରହିଛି। ଏହାର ପ୍ରଭାବରେ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏନେଇ…

ଦୀର୍ଘ ୪ ଘଣ୍ଟା ପରେ ଉଦ୍ଧାର ହେଲେ ଛାତ୍ର, ନୟାଗଡର ଏହି ପାହାଡ଼ରେ ଫସିଥିଲେ…

ନୟାଗଡ: ବର୍ଷା ଏବଂ ଅନ୍ଧାରରେ ନୟାଗଡର ରୁଖି ପାହାଡ଼ ଉପରେ ଫସି ରହିଥିବା ଜଣେ କଲେଜ ଛାତ୍ରଙ୍କୁ ଚାରି ଘଣ୍ଟା ପରେ ଉଦ୍ଧାର କରାଯାଇଛି। ସ୍ଥାନୀୟ କଲେଜର ଦ୍ୱିତୀୟ ବର୍ଷର ଯୁକ୍ତ ୩ ଛାତ୍ର ଆଦିତ୍ୟ ଦୋରା ରବିବାର ଅପରାହ୍ନରେ ନୟାଗଡ ସହର ନିକଟବର୍ତ୍ତୀ ରୁଖି ପାହାଡ଼କୁ ବୁଲିବାକୁ ଯାଇଥିଲେ।…

ଟ୍ରମ୍ପଙ୍କ ନାମ ବଦଳ ରାଜନୀତି, “ନ୍ୟୁ ମେକ୍ସିକୋ” ହେବ “ନ୍ୟୁ ଆମେରିକା”

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ପୋଷ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ନ୍ୟୁ ମେକ୍ସିକୋ ରାଜ୍ୟର ନାମ ପରିବର୍ତ୍ତନ କରି "ନ୍ୟୁ ଆମେରିକା" କରିବା ପାଇଁ ଇଙ୍ଗିତ ଦେଇଛନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍' ସୋସିଆଲରେ ଏକ…

ବଢୁଛି ନଦୀ ଜଳସ୍ତର, ବିହାରରେ ୨୨ ଲକ୍ଷ ଲୋକ ପ୍ରଭାବିତ

ପାଟନା: ବିହାରରେ ବନ୍ୟା ଯୋଗୁଁ ଚାଷ ଜମି, ଗାଁ ସହରାଞ୍ଚଳ ଜନବସତି, ରାସ୍ତା, କଲେଜ ଏବଂ ଘର ଜଳମଗ୍ନ ହୋଇପଡ଼ିଛି। ଯାହା ଫଳରେ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଗଙ୍ଗା ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ପାଟନାର ନୌବତପୁରରେ ହଜାର ହଜାର ଏକର ଧାନ ଫସଲ ବୁଡ଼ି…

Satya Niketan PG collapse:କୋଠା ଅଘଟଣ, ବଢୁଛି ମୃତ୍ୟୁ; ପିଜି ମାଲିକଙ୍କ ବିରୋଧରେ ମାମଲା ରୁଜୁ, ମାଜିଷ୍ଟ୍ରେଟ୍…

ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ବହୁତଳ କୋଠା ଭୁଶୁଡ଼ି ପଡ଼ିଛି । ଅନେକ ଛାତ୍ର ଭଗ୍ନାବଶେଷରେ ଫସି ରହିଛନ୍ତି । ଦମକଳ ବାହିନୀ, NDRF ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି କୋଠା ଭୁଶୁଡ଼ିବା ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ…

ଠକେଇ-ବ୍ଲାକ୍‌ମେଲିଂ ଘଟଣା:ଉତ୍ତରାଖଣ୍ଡରୁ ୨ ଅଭିଯୁକ୍ତ ଗିରଫ, ଅଜଣା ଲିଙ୍କ୍ ଉପରେ କ୍ଲିକ୍ ନ କରିବା ପାଇଁ…

ସମ୍ବଲପୁର:ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏନେଇ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ମୁକେଶ କୁମାର ଭାମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ପୋଲିସ…

ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ଗିରଫ;ଆୟ ବହିର୍ଭୂତ ସମ୍ପତ୍ତି ନେଇ ତଦନ୍ତ ଚଳାଇଛି ଭିଜିଲାନ୍ସ

କଟକ:ଲାଞ୍ଚ ନେବା ଅଭିଯୋଗରେ ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ । ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ। ଅଫିସ ଗାଡ଼ିରେ ବିଲ ପାସ୍‌ ଟଙ୍କା ନେଇ ଘରକୁ ଯାଉଥିଲାବେଳେ ରାସ୍ତାରେ ଧରିଥିଲା…

ସରକାରୀ କାର୍ଯ୍ୟାଳୟର ସାଇନବୋର୍ଡରେ ସଂଶୋଧିତ ବନାନ ୭ଦିନ ଭିତରେ ସାରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ ଭାବେ ବ୍ୟବହାର ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।…

ଅର୍ଶଦୀପ-ସମରୀନ୍ କୌରଙ୍କ ଟାଟୁ ସହ ସମ୍ପର୍କର ଖୁଲାସା

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏବଂ ଅଭିନେତ୍ରୀ ତଥା ମୋଡେଲ୍ ସମରୀନ୍ କୌର ନିଜ ସମ୍ପର୍କକୁ ନେଇ ଚାଲିଥିବା ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଦୁହେଁ ନିଜ ନିଜ ହାତରେ ଏକାଭଳି  ଟାଟୁ ବନାଇ ସୋସିଆଲ୍ ମିଡିଆରେ ଫଟୋ ସେୟାର କରି ନିଜ ପ୍ରେମ ସମ୍ପର୍କକୁ…