Right To Disconnect Bill: ଅଫିସ ପରେ ବସଙ୍କ କଲ୍ ଉଠାଇବାକୁ ବାଧ୍ୟ ନୁହଁ…
ନୂଆଦିଲ୍ଲୀ: ଭାରତରେ ଶ୍ରମିକ ଏବଂ କର୍ମଚାରୀଙ୍କ କାର୍ଯ୍ୟ-ଜୀବନକୁ ସନ୍ତୁଳିତ ରଖିବା ପାଇଁ ଏନସିପି ସାଂସଦ ସୁପ୍ରିୟା ସୁଲେ ଶୁକ୍ରବାର ଦିନ ଲୋକସଭାରେ "ରାଇଟ୍ ଟୁ ଡିସକନେକ୍ଟ ବିଲ୍ ୨୦୨୫" ଆଗତ କରିଛନ୍ତି।
ଏହା ଦ୍ଵାରା କର୍ମଚାରୀମାନେ ନିଜର ଅଫିସ ସମୟ ପରେ ଅଫିସ୍ କଲ୍ କିମ୍ବା ଇମେଲର…