ଛାତ୍ରଙ୍କ ଉପରକୁ ଚଳାଇଥିଲେ AK-47, ନିଲମ୍ବିତ ହେଲେ ବିହାର କନଷ୍ଟେବଳ
ପାଟଣା: ବିହାରର ସିୱାନ ଜିଲ୍ଲାରେ ଛାତ୍ର ପ୍ରତିବାଦ ସମୟରେ, SIT ସଦସ୍ୟ ଅଭିଷେକ ପଟେଲଙ୍କ ଏକ ଭିଡିଓ ଜାରି କରାଯାଇଥିଲା। ଯେଉଁଥିରେ ସେ ପ୍ରଦର୍ଶନକାରୀଙ୍କ ଉପରେ AK-47 ଗୁଳି ଚଳାଇଥିବାର ଦେଖାଯାଇଥିଲା। ଭିଡିଓଟି ଭାଇରାଲ ହେବା ପରେ ପୋଲିସ ପ୍ରଶାସନ ଘଟଣାର ଯାଞ୍ଚ ପରେ ତାଙ୍କୁ ନିଲମ୍ବିତ…