Latest Odisha News

BREAKING NEWS

ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ମା’ ତାରିଣୀ ପୀଠର…

ଦିବାରାତ୍ର ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ସହଜ ବିଜୟ

ବ୍ରିସବେନ: ଏଠାରେ ଅନୁଷ୍ଠିତ ଆଶେସ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୮ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ୪ ଦିନରେ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ଜିତି ନେଇଥିଲା । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ଗାବାରେ…

ପୋଲିସ୍ ଏସଆଇ ପରୀକ୍ଷା ସ୍କାମ୍; SSB ଯବାନଙ୍କ ସମେତ ୨ ଗିରଫ..

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରବିବାର ଦିନ ଜଣେ SSB ଯବାନଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଦ୍ୱାରା ଦୁଇ ଦିନର ମାରାଥନ ଜେରା ପରେ SSB ଯବାନ…

ପଲାଶଙ୍କ ସହ ବିବାହ ନେଇ ବଡ ଖୁଲାସା କଲେ ସ୍ମୃତି

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା କ୍ରିକେଟର ସ୍ମୃତି ମାନ୍ଧନା ତାଙ୍କ ବିବାହକୁ ନେଇ ପ୍ରକାଶ ପାଉଥିବା ବିଭିନ୍ନ ଖବରର ଅନ୍ତ ଘଟାଇଛନ୍ତି । ସେ ରବିବାର ସ୍ପଷ୍ଟ କରିଛନ୍ତି ଯେ, ପଲାଶ ମୁଚ୍ଛଲଙ୍କ ସହ ମୋର ବିବାହର ପୂର୍ଣ୍ଣଚ୍ଛେଦ ପଡିଛି । ମୁଁ ବ୍ୟକ୍ତିଗତ ପ୍ରାୟତଃ ସମ୍ମୁଖକୁ ଆଣିବାକୁ ଚାହିଁ…

ବାରବାଟୀରେ T20 ମ୍ୟାଚ୍; ଖେଳାଳିଙ୍କ ପାଇଁ ଚାର୍ଟର ବିମାନ ସାହାରା 

ଭୁବନେଶ୍ୱର: ଇଣ୍ଡିଗୋ ବିମାନ ବାତିଲ ହେଉଥିବା ବେଳେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳି ଏବଂ ଅଧିକାରୀମାନେ T20 ଆନ୍ତର୍ଜାତୀୟ ପାଇଁ ଭୁବନେଶ୍ୱରରେ ପହଞ୍ଚିବା ପାଇଁ ଅନ୍ୟ ଏୟାରଲାଇନ୍ସ ଏବଂ ଚାର୍ଟର ବିମାନ ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି। ଡିସେମ୍ବର ୯ ତାରିଖରେ କଟକର ବାରବାଟୀ…

ଏହି ଦେଶରେ ମିଳନ୍ତି ଅସ୍ଥାୟୀ ପତି

ଆପଣମାନେ କେବେହେଲେ ବିଶ୍ୱାସ କରିବେ ନାହିଁ ଯେ, ଦୁନିଆରେ ଏପରି ସ୍ଥାନ ଅଛି ଯେଉଁଠାରେ ମହିଳାମାନେ ଅସ୍ଥାୟୀ ଓ ଭଡାରେ ପତି ଯୋଗାଡ କରନ୍ତି । ଏହା କିନ୍ତୁ ସତ୍ୟ । ୟୁରୋପର ଲାଟଭିୟାରେ ଏ ଭଳି ଘଟଣା ଦେଖିବାକୁ ମିଳୁଛି । ଏଠାରେ ପୁରୁଷଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗୁଛି । ଫଳରେ…

ନକ୍ସଲ ଓ ଉଗ୍ରବାଦୀ ବିରୋଧୀ ଅଭିଯାନରେ ଜେଜେଏମପିର ଦୁଇ ସମର୍ଥକ ଗିରଫ

ରାଞ୍ଚି: ଝାଡ଼ଖଣ୍ଡ ଲୋହାରଦଗା ପୋଲିସ ବଡ଼ ସଫଳତା ମିଳିଛି । ନକ୍ସଲ ଓ ଉଗ୍ରବାଦୀ ବିରୋଧୀ ଅଭିଯାନରେ ଉଗ୍ରବାଦୀ ସଂଗଠନ ଜେଜେଏମ୍‌ପିର ଦୁଇ ଜଣ ସମର୍ଥକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସେନହା ଥାନା ଅଞ୍ଚଳର ନସୀମ ଅନସାରୀ ଓ ଶ୍ୟାମଲାଲ ଯାଦବ । ଗିରଫ ଦୁଇ ଜଣଙ୍କ…

Tehsil Office: ରାଜଧାନୀରେ ଖୋଲିବ ଆଉ ୨ ନୂଆ ତହସିଲ…

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ଆଉ ଦୁଇଟି ତହସିଲ୍ । ନୂଆ ତହସିଲ ଗୋଟିଏ ରସୁଲଗଡ଼ ଓ ଗୋଟିଏ ଖଣ୍ଡଗିରିରେ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ବିଜ୍ଞପ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ସହରରେ ଦିନକୁ ଦିନ ଜମି କିଣାବିକା ବହୁ ମାତ୍ରାରେ ହେବାରେ ଲାଗିଥିବାବେଳେ, ଲୋକଙ୍କ ସୁବିଧା ପାଇଁ…

କିମ୍‍ସରେ ପେନ୍‍ ମ୍ୟାନେଜମେଣ୍ଟ ସମ୍ମିଳନୀ ଉଦ୍‍ଘାଟିତ

ଭୁବନେଶ୍ୱର: କିମ୍‍ସରେ ପେନ୍‍ ମ୍ୟାନେଜମେଣ୍ଟ ସମ୍ମିଳନୀ ଆଜି ଉଦ୍‍ଘାଟିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀ ଆୟୋଜିତ ହୋଇଛି। ଇଣ୍ଡିଆନ୍‍ ସୋସାଇଟି ଫର୍‍ ଷ୍ଟଡି ଅଫ୍‍ ପେନ୍‍, ଭୁବନେଶ୍ୱର ଶାଖା ଓ କିମ୍‍ସର ଆନାସ୍ଥେସିଓଲୋଜି ସ୍ନାତକୋତ୍ତର ବିଭାଗ ଓ ପେନ୍‍ ମେଡିସିନ୍‍…

୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଉଚ୍ଛେଦ ହେବ ଲାଇବ୍ରେରିଆନ୍‌ ପଦ, ନିଯୁକ୍ତି ପାଇବେ ଶିକ୍ଷକ

ଭୁବନେଶ୍ୱର: ଗଣଶିକ୍ଷା ବିଭାଗର ବଡ଼ ସୂଚନା । ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ । ପୂର୍ବରୁ ଥିବା ଲାଇବ୍ରେରିଆନ୍‌ ପଦକୁ ଉଚ୍ଛେଦ କରି ଓଡ଼ିଆ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି । ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତି ପାଇଁ…