Labour Day:ରାଜ୍ୟର ଶ୍ରମିକମାନଙ୍କୁ ବଡ଼ ଉପହାର;ବଢ଼ିଲା ଶ୍ରମିକଙ୍କ ମଜୁରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି । ବଢ଼ିଲା ଶ୍ରମିକଙ୍କ ମଜୁରୀ। ଶ୍ରମିକ ଦିବସ ଅବସରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦ୍ବାରା ଘୋଷଣା ଅନୁସାରେ…