Latest Odisha News

BREAKING NEWS

NCP Leader DyCM Ajit Pawar: ନିରବି ଗଲେ ଅଜିତ୍ ପାୱାର, କକା ଶରଦ କରାଇଥିଲେ ରାଜନୀତିରେ ପାରଙ୍ଗମ, ପରେ ପାଲଟିଥିଲେ…

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (NCP) ନେତା ଅଜିତ ପାୱାରଙ୍କ ବାରାମତିରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସେ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରଚାର କରିବାକୁ ବାରାମତିରେ ପହଞ୍ଚିଥିଲେ।…

Maharashtra Deputy CM Dies: ମହାରାଷ୍ଟ୍ରରେ ବଡ଼ ବିମାନ ଦୁର୍ଘଟଣା, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ…

ମୁମ୍ବାଇ: ମହାରାଷ୍ଟ୍ରରୁ ଏବେ ସବୁଠୁ ଦୁଃଖଦ ଖବର ଆସିଛି। ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଜିତ ପାୱାର ବାରାମତିରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଅବତରଣ ସମୟରେ ବିମାନଟି ଏକ କ୍ଷେତରେ…

କାହିଁକି ଗୀତ ଗାଇବେନି ଅରିଜିତ୍ ସିଂ? ଅସଲ କାରଣ କହିଲେ ଗାୟକ

ମୁମ୍ବାଇ: ଆଉ ସିନେମାରେ ଗୀତ ଗାଇବେନି ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂ। ବଲିଉଡର ଅନେକ ହିଟ୍ ସିନେମାରେ ଗୀତ ଗାଇ ଶ୍ରୋତାଙ୍କ ମନ ଜିଣିଥିବା ଅରିଜିତ ପ୍ରଚ୍ଛଦପଟ୍ଟ ଗାୟକ ଭାବେ କୌଣସି ସିନେମାରେ ଆଉ କାମ କରିବେନି। କିନ୍ତୁ ହଠାତ୍ ସେ ଏପରି ନିଷ୍ପତ୍ତି କାହିଁକି ନେଲେ? ଏହାର ଅସଲ କାରଣ…

ନୂତନ H-1B ଭିଜା ଆବେଦନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ

ଟେକ୍ସାସ: ଆମେରିକୀୟ ରାଜ୍ୟ ଟେକ୍ସାସର ଗଭର୍ଣ୍ଣର ଗ୍ରେଗ୍ ଆବୋଟ୍ ସମସ୍ତ ରାଜ୍ୟ ସରକାରୀ ସଂସ୍ଥା ଏବଂ ସରକାରୀ ବିଶ୍ୱବିଦ୍ୟାଳୟରେ ନୂତନ H-1B ଭିଜା ଆବେଦନଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଯୁକ୍ତି ଦେଇଛନ୍ତି ଯେ ଭିଜା କାର୍ଯ୍ୟକ୍ରମର ଅପବ୍ୟବହାର କରାଯାଉଛି ଏବଂ…

ସଂସଦର ବଜେଟ ଅଧିବେଶନ, ଭିବି ଜି-ରାମ-ଜି ଓ ଏସଆଇଆର ଉପରେ ହେବନି କୌଣସି ଆଲୋଚନା

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମିଳିତ ଅଭିଭାଷଣ ସହିତ ଆରମ୍ଭ ହେବ। ଫେବ୍ରୁଆରି ୧ରେ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରିବେ। ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ପର୍ଯ୍ୟାୟ…

IND vs NZ 4th T20I: ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦

ବିଶାଖାପାଟଣା: ଆଜି ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦। ଶୃଙ୍ଖଳା ଜିତି ସାରିଥିବାରୁ ବିଶାଖାପାଟଣାର ରାଜଶେଖର ରେଡ୍ଡୀ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯିବ ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦କୁ। ଏହି ମ୍ୟାଚକୁ ଜିତି ୪-୦ରେ ଆଗୁଆ ରହିବା ଆଶାରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ…

 NKS Bandh Call: ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ

ଭୁବନେଶ୍ୱର: ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ। ଧାନକିଣାରେ ଅବ୍ୟବସ୍ଥା, PUCC, ସ୍ମାର୍ଟ ମିଟରକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି। ଭୁବନେଶ୍ବର ଉପକଣ୍ଠ ଉତ୍ତରା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ସୁବର୍ଣ୍ଣପୁର ବିନିକାରେ ପିକେଟିଂ, କଂଗ୍ରେସ…

ବ୍ରହ୍ମପୁତ୍ରରେ ଓଲଟିଲା ଡଙ୍ଗା; ଶିଶୁଙ୍କ ସମେତ ୬ ନିଖୋଜ

ନୂଆଦିଲ୍ଲୀ: ଆସାମର ବାରପେଟାରେ ଥିବା ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ିଯିବା ଫଳରେ ଛଅ ଜଣ ନିଖୋଜ ହୋଇଯାଇଛନ୍ତି। ଯେଉଁଥିରେ ଛୋଟ ଛୁଆ ମଧ୍ୟ ରହିଛନ୍ତି। ଦୁର୍ଘଟଣାର ଖବର ପାଇ NDRF ଏବଂ SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ ଅଭିଯାନ ଆରମ୍ଭ କରିଥିବା ନେଇ ବାରପେଟା ଜିଲ୍ଲା…

କାଲି ଓଡ଼ିଶା ବନ୍ଦ; ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଫରୱାର୍ଡ଼ ବ୍ଲକର ସମର୍ଥନ

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଦାୟିତ୍ୱହୀନତା କାରଣରୁ ଚାଷୀଙ୍କ ଠାରୁ ଧାନ କିଣିବାରେ ଚରମ ବିଫଳତା ପ୍ରତିଫଳିତ ହେଉଛି। ସରକାରୀ କଳ ଓ ମିଲରଙ୍କ ମଧୁଚନ୍ଦ୍ରିକା କାରଣରୁ କୃଷକ ଶୋଷଣର ଶିକାର ହେଉଛନ୍ତି। କେଉଁଠି ମଣ୍ଡି ଖୋଲୁନାହିଁ ତ କେଉଁଠି ମଣ୍ଡିରେ ଚାଷୀ ଧାନ ଧରି ବସି ରହିଛି । କିଛି…

Mamata Kulkarni: କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ

ନୂଆଦିଲ୍ଲୀ: କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ । ସେ ତାଙ୍କ ଚିଠିରେ ଲେଖିଛନ୍ତି, ‘ମୁଁ ମମତା ମୁକୁନ୍ଦ କୁଲକର୍ଣ୍ଣି, ସମ୍ପୂର୍ଣ୍ଣ ସୁସ୍ଥ ମାନସିକ ସ୍ଥିତିରେ ଅଛି। ମୁଁ ଜାନୁଆରୀ ୨୭, ୨୦୨୬ରେ କିନ୍ନର ଆଖଡ଼ାର ମହା ମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା…