Latest Odisha News

BREAKING NEWS

Nepal Landslide: ରାଗିଛି ପ୍ରକୃତି ମା’…ନେପାଳକୁ କନ୍ଦାଉଛି ରକ୍ତର ଲୁହ… ପୁଣି ଭୟଙ୍କର ଲ୍ୟାଣ୍ଡସ୍ଲାଇଡ୍, ଅଟକିଲା…

କାଠମାଣ୍ଡୁ: ରୋଷ କରିଛି ପ୍ରକୃତି ମା’। ପଡୋଶୀ ନେପାଳ ଉପରେ ଦାଉ ସାଧୁଛି। ନେପାଳ ଉପରୁ ଯେମିତି ବିପଦର କଳାବାଦଲ ହଟୁନାହିଁ। ବିନାଶକାରୀ ବନ୍ୟାର ଦୁଃଖ ଭୁଲିବା ପୂର୍ବରୁ ପୁଣି ଆସିଛି ଭୟଙ୍କର ଲ୍ୟାଣ୍ଡସ୍ଲାଇଡ୍। ଦାର୍ଚୁଲା ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହେବା ପରେ ଚୌଲାନୀ ନଦୀର…

ଭିଜିଲାନ୍ସ ପଞ୍ଝାରେ ଡ୍ରେନେଜ୍‌ ଡିଭିଜନ୍‌ AEE ଅନୁପମା ସାହୁ

କେନ୍ଦ୍ରାପଡା: ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ନଗଦ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯିବା ସହ ଉକ୍ତ ଟଙ୍କା ରଖାଯାଇଥିବା ଅଫିସ୍ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଏନ୍‌ଏଚ୍‌…

Three Meals A Day: ସାବଧାନ! ଦିନକୁ ୩ ଥର ଖାଉଛନ୍ତି କି?

() ରହିଯାଆନ୍ତୁ...ସକାଳ, ସନ୍ଧ୍ୟା, ରାତି…. ଦିନକୁ ୩ ଥର ଖାଉଛନ୍ତି କି? ଜାଣନ୍ତୁ କ’ଣ କହିଲେ FSSAI ସିଇଓ… ସକାଳେ ଜଳଖିଆ, ଦ୍ୱିପ୍ରହରରେ ମଧ୍ୟାହ୍ନ ଭୋଜନ ଏବଂ ରାତିରେ ରାତ୍ରି ଭୋଜନ, ସାଧାରଣତଃ ଦିନକୁ ତିନିଥର ଖାଇବା ଆମ ଜୀବନର ଏକ ସାଧାରଣ ଅଭ୍ୟାସ। ଅନ୍ୟ ସମୟରେ ଖାଦ୍ୟ ଗ୍ରହଣ କରୁ…

Russia-Ukraine War: ରୁଷ-ୟୁକ୍ରେନ ଯୁଦ୍ଧରେ ଲାଗିଲା ୭୨ ଘଣ୍ଟିଆ ବ୍ରେକ୍! ପୁଟିନଙ୍କ ବଡ଼ ଘୋଷଣା…

ମସ୍କୋ: ଦୀର୍ଘ ସାଢ଼େ ୪ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଛି ବଡ଼ ଖବର। ଆମେରିକାର ଦୁଇ ବିଶେଷ ଦୂତ ଷ୍ଟିଭ୍ ୱିଟକଫ୍ ଓ ଜାରେଡ୍ କୁଶନର ଶାନ୍ତି ଆଲୋଚନା ପାଇଁ ମସ୍କୋରେ ପହଞ୍ଚିବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କିଭ୍‌ ଉପରେ ଆକ୍ରମଣ ୭୨ ଘଣ୍ଟା ପାଇଁ ବନ୍ଦ…

ଏଣିକି ବିନା ଅନୁମତିରେ ସରକାରୀ ସ୍କୁଲରେ ପ୍ରବେଶ ନିଷେଧ, ସାମ୍ବାଦିକ ଓ YouTubers ଙ୍କୁ ମଧ୍ୟ ବାରଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆପଣ ବିନା ଅନୁମତିରେ ସରକାରୀ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ। ସାମ୍ବାଦିକ, YouTuber, ଏପରିକି ସାଧାରଣ ନାଗରିକ ହୁଅନ୍ତୁ ନା କାହିଁକି ଏବେଠାରୁ ସରକାରୀ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ। ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶର…

ଛାତ୍ରଛାତ୍ରୀଙ୍କୁ ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ; ଗୁରୁ ଦିବସରେ ଶିକ୍ଷକ…

ଭୁବନେଶ୍ୱର:ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ…

Africa in Map: ବଦଳିବ ବିଶ୍ବ ମାନଚିତ୍ର? ନକ୍ସାରେ ଆଉ ଛୋଟ ଦେଖାଯିବନି ଆଫ୍ରିକା…ମିଳିଲା UN ମଞ୍ଜୁରୀ

ନ୍ୟୁୟର୍କ: ଦଶନ୍ଧି ଦଶନ୍ଧି ଧରି ଆମେ ଯେଉଁ ବିଶ୍ୱ ମାନଚିତ୍ର ଦେଖିଆସୁଛୁ, ସେଥିରେ ଆଫ୍ରିକାର ଆକାର ବାସ୍ତବତା ଠାରୁ ଅନେକ ଛୋଟ ଦେଖାଯାଏ। ଏବେ ଏହି ଚିତ୍ର ବଦଳାଇବା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ଜାତିସଂଘ ମହାସଭା ବିଶ୍ୱର ଏକ ନୂଆ ମାନଚିତ୍ର ପ୍ରୋଜେକ୍ସନ୍‌କୁ ପ୍ରୋତ୍ସାହନ ଦେବା…

Belgian PM’s Tariff Dig: ଟ୍ରମ୍ପଙ୍କ ନାଁ ନନେଇ କଲେ ତାତ୍ସଲ୍ୟ…ଭାରତ ମାଟିରେ ବେଲଜିୟମ PMଙ୍କ ଟାରିଫ…

ମୁମ୍ବାଇ: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ମୁମ୍ବାଇରେ ଏମିତି ଏକ ଟିପ୍ପଣୀ ଦେଇଛନ୍ତି, ଯାହାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଦଳୁଥିବା ଟାରିଫ ନୀତି ଉପରେ ପରୋକ୍ଷ କଟାକ୍ଷ ଭାବେ ଦେଖାଯାଉଛି । ରୋଚକ କଥା ହେଉଛି, ଡି ୱେଭର ଟ୍ରମ୍ପଙ୍କ…

ଗୁରୁଦିବସରେ ଆନ୍ଦୋଳନ: ମନ୍ତ୍ରୀଙ୍କ ଆଶ୍ୱାସନା ସତ୍ତ୍ୱେ ବି ଆନ୍ଦୋଳନରେ ଶିକ୍ଷକ

ଭୁବନେଶ୍ୱର: ଆଜି ସାରା ଦେଶ ପାଳୁଛି ଗୁରୁଦିବସ। ଗୁରୁ ନଥିଲେ ଶିଷ୍ୟ ନାହିଁ ଏବଂ ଶିଷ୍ୟ ନଥିଲେ ଗୁରୁ ନାହିଁ। ଗୋଟିଏ ପଟେ ସାରା ଦେଶ ଗୁରୁଦିବସ ପାଳନ ପାଇଁ ସଜେଇ ହେଉଛି, ଅନ୍ୟପଟେ ନିଜ ହକ୍ ପାଇଁ ରାଜଧାନୀ ରାଜରାସ୍ତାରେ ବସିଛନ୍ତି ଶିକ୍ଷକ। ଭୁବନେଶ୍ୱର ଗାନ୍ଧୀମାର୍ଗରେ ଦୀର୍ଘଦିନ ଧରି…

IAF issues NOTAM:ଭାରତୀୟ ବାୟୁସେନା ଦ୍ୱାରା NOTAM ଜାରି;ପାକିସ୍ତାନରେ ହଇଚଇ ସୃଷ୍ଟି…ଜରୁରୀକାଳୀନ ବୈଠକ…

ନୂଆଦିଲ୍ଲୀ:ଭାରତୀୟ ବାୟୁସେନା ଏକ ବଡ ସ୍ତରର ସାମରିକ ଅଭ୍ୟାସ ଆୟୋଜନ କରିବାକୁ ଯାଉଛି। ସୂଚନାନୁଯାୟୀ, ବାୟୁସେନା ସେପ୍ଟେମ୍ବର ୨୧ ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ୧୭ ଦିନିଆ ଅଭ୍ୟାସ କରିବ। ଏହି ଅଭ୍ୟାସ ଜୈସଲମେର-ବାଡମେର-ଫଲୋଦି-ଯୋଧପୁର ସେକ୍ଟରରେ ଅନୁଷ୍ଠିତ ହେବ। ଏହା ବ୍ୟତୀତ, ନାଲ୍-ବିକାନେର…