ସରକାର ଦେଲେ ଅନୁମତି; ପିକ୍ ଆୱାରରେ ଓଲା-ଉବର ୨ଗୁଣ ଭଡ଼ା ଚାର୍ଜ କରିପରିବେ
ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ପିକ୍ ଆୱାରରେ ଓଲା-ଉବର କିମ୍ବା ଅନ୍ୟ କ୍ୟାବ୍ ଆଗ୍ରିଗେଟରଙ୍କ ଟ୍ୟାକ୍ସିରେ ଯାତ୍ରା କରନ୍ତି, ତେବେ ଭବିଷ୍ୟତରେ ଅଧିକ ଟଙ୍କା ଦେବାକୁ ପଡିପାରେ । ସରକାର ପିକ୍ ଆୱାରରେ ମୂଳ ଭଡ଼ାର ୨ ଗୁଣ ପର୍ଯ୍ୟନ୍ତ ଆଦାୟ କରିବାକୁ କ୍ୟାବ୍ ଆଗ୍ରିଗେଟରମାନଙ୍କୁ ଅନୁମତି…