Latest Odisha News

BREAKING NEWS

ପୁରୀର ଜଣେ ୟୁଟ୍ୟୁବରଙ୍କ ସହ ଜ୍ୟୋତି ମଲହୋତ୍ରାଙ୍କ କନେକ୍ସନ, ଆଇବିର ପଚରାଉଚରା ଜାରି

ପୁରୀ: ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଲିଙ୍କ୍‌ରେ ଖୋଳତାଡ଼। ପୁରୀର ଜଣେ ୟୁଟ୍ୟୁବରଙ୍କୁ IBର ପଚରାଉଚରା ଜାରି। ପୁରୀ ପୋଲିସ ସହଯୋଗରେ ଯୁବତୀଙ୍କୁ ଜେରା କରାଯାଇଛି। ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେ ନେଇ ଜେରା କରାଯାଉଛି। ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ଜ୍ୟୋତି ମଲହୋତ୍ରା।…

ଆଜି ଭାରତ-ପାକିସ୍ତାନ ଅସ୍ତ୍ରବିରତିର ଶେଷ ଦିନ, ପୁନର୍ବାର ଡିଜିଏମଓ ସ୍ତରୀୟ ବୈଠକରେ ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିର ଆଜି ହେଉଛି ଶେଷ ଦିନ। ଆଜି ପୁନର୍ବାର DGMO ସ୍ତରୀୟ ବୈଠକ ହୋଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ୧୪ ମଇରେ ହୋଇଥିବା ଡିଜିଏମଓ ସ୍ତରୀୟ ଆଲୋଚନାରେ ୧୮ ମେ ପର୍ଯ୍ୟନ୍ତ ଅସ୍ତ୍ରବିରତି ବୃଦ୍ଧି ପାଇଁ ଏକ ସହମତି ହୋଇଥିଲା। ଆଜି…

୯ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ, ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ଜାରି ରହିଛି। ହେଲେ କିଛି କିଛି ସ୍ଥାନରେ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି। ଦିନରେ ଗୁଳୁଗୁଳି ଅପରାହ୍ନରେ କାଳବୈଶାଖୀ। ରାଜ୍ୟରେ ଅସ୍ତବ୍ୟସ୍ତ କରିବ ଗୁଳୁଗୁଳୁ ଓ କାଳବୈଶାଖୀ ବର୍ଷା। ଆଜି ବି କାଳବୈଶାଖୀ ବର୍ଷା ହେବା ନେଇ ଅନୁମାନ କରିଛି…

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୨୭ ମୃତ

ୱାଶିଂଟନ: ଆମେରିକାର ମଧ୍ୟପଶ୍ଚିମ ଅଞ୍ଚଳରେ ଭୟଙ୍କର ଘୂର୍ଣ୍ଣିଝଡ଼। କେଣ୍ଟୁକି ଓ ମିସୌରୀ ଅଧିକ ପ୍ରଭାବିତ ହୋଇଥିବା ସୂଚନା ରହିଛି। ଏହି ଘୂର୍ଣ୍ଣଝଡରେ ୨୭ ଜଣଙ୍କର ଜୀବନ ଯାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ସେହିପରି ୫ ହଜାର କୋଠା କ୍ଷତିଗ୍ରସ୍ତ ହୋଇଛି। ସ୍ଥାନେ ସ୍ଥାନେ…

ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ସଂପର୍କ ଛିନ୍ନ କଲା ଆଇଆଇଟି ବମ୍ବେ

ମୁମ୍ବାଇ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଇଆଇଟି ବମ୍ବେର ବଡ଼ ନିଷ୍ପତ୍ତି। ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ସଂପର୍କ ଛିନ୍ନ କଲା IIT ବମ୍ବେ। ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ହୋଇଥିବା ଚୁକ୍ତି ବାତିଲ୍ କଲା। IIT ବମ୍ବେ ତୁର୍କୀ ଶିକ୍ଷାନୁଷ୍ଠାନ ସହିତ ଛାତ୍ର ଓ ଅଧ୍ୟାପକ…

ବିଫଳ ହେଲା ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ। ଲଞ୍ଚିଂ ବେଳେ ତୃତୀୟ ସୋପାନରେ ଉପୁଜିଲା ବାଧା। ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ। ୧୦୧ତମ ସାଟେଲାଇଟ୍ ଲଞ୍ଚ୍ କରିଥିଲା ଇସ୍ରୋ। ଆନ୍ଧ୍ର ଶ୍ରୀହରିକୋଟାରୁ ୫ଟା ୫୯ ମିନିଟରେ ହୋଇଥିଲା ଉତ୍‌କ୍ଷେପଣ। ଆଜି ସକାଳ ୫.୫୯ ରେ…

ଖୁବ୍‌ଶୀଘ୍ର ଆସିବ ନୂଆ ୨୦ ଟଙ୍କିଆ ନୋଟ୍ ; ପୁରୁଣା ନୋଟ କ’ଣ ହେବ..

ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଖୁବ୍‌ଶୀଘ୍ର ମହାତ୍ମା ଗାନ୍ଧୀ ସିରିଜ (ନୂତନ)ର ୨୦ ଟଙ୍କିଆ ନୋଟ୍ ଜାରି କରିବ। ଏହି ନୋଟଗୁଡ଼ିକରେ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ସ୍ୱାକ୍ଷର ରହିବ। ଆରବିଆଇ ପକ୍ଷରୁ ଏନେଇ ଶନିବାର ସୂଚନା ଦିଆଯାଇଛି। ନୂତନ ନୋଟଗୁଡ଼ିକର ଡିଜାଇନ୍ ଏବଂ…

ଭକ୍ତଙ୍କୁ ନେଇ ୨ସେବାୟତ ପରିବାର ମଧ୍ୟରେ ମାରପିଟ, ଥାନରେ ଏତଲା

ଭଦ୍ରକ : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭକ୍ତଙ୍କ ପୂଜାର୍ଚ୍ଚନାକୁ ନେଇ ୨ ସେବାୟତ ପରିବାର ମଧ୍ୟରେ ମାରପିଟ । ଶନିବାର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭଦ୍ରକ ଜିଲା ବାସୁଦେବପୁର ସୁଗ ଅଞ୍ଚଳରୁ ଆସିଥିବା ଭକ୍ତଙ୍କ ପୂଜାର୍ଚ୍ଚନାକୁ ଭାଗବଣ୍ଟାକୁ ନେଇ ୨ ସେବାୟତ ପରିବାର…

ଜେଲ ଗଲେ ଆତଙ୍କବାଦୀଙ୍କ ୨୩ସହଯୋଗୀ; ଲାଗୁ ହେଲା ଜନ ସୁରକ୍ଷା ଆଇନ

ଶ୍ରୀନଗର:ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ସହଯୋଗୀଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ପୋଲିସ କଠୋର ଜନ ସୁରକ୍ଷା ଆଇନ (PSA-PUBLIC SAFETY ACT) ଅନୁଯାୟୀ ଆତଙ୍କବାଦୀଙ୍କ ୨୩ ଜଣ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୋଟିଏ ପଟେ ଜମ୍ମୁ-କାଶ୍ମୀରରେ…

ସରିଲା ବିବାଦ:‘ରାଣ୍ଡୀପୁଅ ଅନନ୍ତା’ ବଦଳରେ ଫିଲ୍ମର ନାଁ ରହିବ..

ଭୁବନେଶ୍ବର:ଓଡ଼ିଆ ସାହିତ୍ୟର କଥାସମ୍ରାଟ ଫକୀର ମୋହନ ସେନାପତିଙ୍କ ପ୍ରସିଦ୍ଧ କାହାଣୀ ‘ରାଣ୍ଡୀପୁଅ ଅନନ୍ତା’ର ନାମକରଣକୁ ନେଇ ଚର୍ଚ୍ଚା ଲାଗିରହିଛି। କେତେକ ଏହାକୁ ବିବାଦ ଘେରକୁ ଟାଣି ନେଇଥିଲେ। ଭାରତୀୟ ସିନେମାର ପ୍ରସିଦ୍ଧ ଚିତ୍ରନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର…