‘ଅପରେସନ ସିନ୍ଦୂର’କୁ ନେଇ ସତ ମାନିଲେ ଶେହବାଜ୍ ସରିଫ୍, ପାକ୍ରେ ହୋଇଛି ଭୟଙ୍କର କ୍ଷତି
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ସତ ମାନିଲା କଲା ପାକିସ୍ତାନ। ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି। ଭୟଙ୍କର କ୍ଷତି ସହିଥିବା ଶେଷରେ ମାନିଛି ପାକିସ୍ତାନ।
ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ପାକିସ୍ତାନରେ ଅପରେସନ ସିନ୍ଦୂର ଜରିଆରେ ଭାରତ ଆତଙ୍କୀଙ୍କ ଆଡ୍ଡାକୁ…