Latest Odisha News

BREAKING NEWS

ଗରିବ ଲୋକଙ୍କୁ ଜନକଲ୍ୟାଣ ଯୋଜନାରେ ଅଧିକ ୠଣ ଦେବାକୁ ୩ ଘରୋଇ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇସିଆଇସିଆଇ, ଆକ୍ସିସ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପ୍ରତିନିଧିଙ୍କ ସହିତ ଆଲୋଚନା କରି ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଗରିବ ଲୋକମାନଙ୍କୁ ଅଧିକ ୠଣ ଦେବାପାଇଁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଓଡିଶାରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଯଥା…

ବିଏମସି ଅଫିସରଙ୍କୁ ମାଡ ଘଟଣା; ବିଜେପିରୁ ୫ଙ୍କୁ ନିଲମ୍ବନ କଲେ ରାଜ୍ୟ ସଭାପତି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (BMC) ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲା ବିଜେପି । ୫ ଜଣଙ୍କୁ ଦଳରୁ ନିଲମ୍ବନ କଲେ ରାଜ୍ୟ ସଭାପତି ମନମୋହନ ସାମଲ । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କଲେ ରାଜ୍ୟ ସଭାପତି । ସେମାନେ ହେଲେ କର୍ପୋରେଟର…

ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ଜଳସ୍ତର; ୩୦ ଗାଁ ଜଳମଗ୍ନ

ଭୁବନେଶ୍ୱର: ଲଗାତାର ଜାରି ରହିଥିବା ବର୍ଷା ଯୋଗୁଁ ଉତ୍ତର ଓଡିଶା ଉବୁଟୁବୁ ହେଉଛି। ଖାସକରି ବାଲେଶ୍ୱର ଏବଂ ମୟୂରଭଞ୍ଜରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡିଛି। ଫଳରେ  ହଜାର ହଜାର ଲୋକ ପ୍ରଭାବିତ ହେଉଥିବା ବେଳେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସୁବର୍ଣ୍ଣରେଖା ନଦୀ…

ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ

ଭୁବନେଶ୍ୱର :ଦୁର୍ନୀତି ପାଇଁ ନିଲମ୍ବିତ ହେଲେ ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ। ଜଟଣୀ ସଵରେଜିଷ୍ଟର ଥିବା ବେଳେ ଦୁର୍ନୀତି ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି। ରାଜସ୍ୱ ବିଭାଗ ତାଙ୍କୁ ନିଲମ୍ବନ କରିଛି । ସେ ସଵ ରେଜିଷ୍ଟର ଥିବା ବେଳେ ବେଆଇନ ଭାବେ ହୋମ ଭିଜିଟ କରି…

ବର୍ଷ ବର୍ଷ ଧରି ପରସ୍ପର ଠାରୁ ଅଲଗା ରହିବା ପରେ ଏବେ ପୁଣି ଏକାଠି ହୋଇଛନ୍ତି ଏହି ବଲିଉଡ୍ ଯୋଡି, ଝିଅ କହିଲେ….

ମୁମ୍ବାଇ: ବଲିଉଡରେ ଅନେକ ଦମ୍ପତି ବିବାହିତ ହେବା ସତ୍ତ୍ୱେ ଅଲଗା ରହୁଛନ୍ତି। ସେମାନଙ୍କର ଛାଡପତ୍ର ହୋଇନାହିଁ କିନ୍ତୁ ସେମାନେ ବର୍ଷ ବର୍ଷ ଧରି ଅଲଗା ପରସ୍ପର ଠାରୁ ଅଲଗା ରହି ଆସୁଛନ୍ତି । ଏଥିରୁ ଜଣେ ହେଉଛନ୍ତି ହେଉଛି କରୀନା କପୁର ଆଉ କରିସ୍ମା କପୂରଙ୍କ ପିତାମାତା ରଣଧୀର କପୁର ଏବଂ…

୫ ବସ୍ତା ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ସମ୍ବଲପୁର: ଗଞ୍ଜେଇ ଚୋରା ଚାଲାଣ ବେଳେ ୧୦୫ କିଗ୍ରା ଗଞ୍ଜେଇ ସହ ଏକ ଦାମୀ କାର ଜବତ । ଘଟଣାରେ ଜଣକୁ ଗିରଫ କରିଛି ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ । ଯାଞ୍ଚ ସମୟରେ କାର ଭିତରୁ ୫ଟି ଜରି ବସ୍ତା ଭର୍ତ୍ତି ଗଞ୍ଜେଇ ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲା ଝାରଖଣ୍ଡ ରାଜ୍ୟ ଧାନବାଦ ଜିଲା…

୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ….

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଜୁଲାଇ ୧୪ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଏବଂ କଟକରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର…

ପୁଣି ତେଜିଲା ମସ୍କ-ଟ୍ରମ୍ପ କଳି: ‘ବିଗ ବିୟୁଟିଫୁଲ୍ ବିଲ’କୁ ନେଇ ଧମକ ଦେଲେ ଏଲନ୍, ରାଷ୍ଟ୍ରପତି କହିଲେ….

ନୂଆଦିଲ୍ଲୀ: କୋଟିପତି ବ୍ୟବସାୟୀ ଏଲନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ଏଲୋନ ମସ୍କ ପୁଣି ଥରେ ଟ୍ରମ୍ପଙ୍କ 'ବିଗ୍ ବିୟୁଟିଫ୍ ବିଲ୍'କୁ ଟାର୍ଗେଟ କରିଛନ୍ତି ଏବଂ ଏହାକୁ ପାଗଳାମି ବୋଲି କହିଛନ୍ତି। ଏହା ସହିତ, ଏଲୋନ୍ ମସ୍କ…

ବଡ ଆଶ୍ବସ୍ତି, ଶସ୍ତା ହେଲା ଏଲପିଜି ସିଲିଣ୍ଡର….

ନୂଆଦିଲ୍ଲୀ: ଆଜିଠୁ ଶସ୍ତା ହେଲା ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର । ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ କରିଛନ୍ତି, ଯାହା ୧ ଜୁଲାଇରୁ ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଛି । ଯାହା ବାଣିଜ୍ୟିକ ବ୍ୟବହାରକାରୀଙ୍କୁ…