Latest Odisha News

BREAKING NEWS

କେନ୍ଦ୍ର ବଜେଟ୍ ୨୦୨୬-୨୭; ହାଲୱା ଉତ୍ସବ ସହିତ ଅନ୍ତିମ ପର୍ଯ୍ୟାୟରେ ବଜେଟ୍ ପ୍ରସ୍ତୁତି

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସିବ କେନ୍ଦ୍ର ବଜେଟ୍ ୨୦୨୬-୨୭। ହାଲୱା ଉତ୍ସବ ସହିତ ଅନ୍ତିମ ପର୍ଯ୍ୟାୟରେ ବଜେଟ୍ ପ୍ରସ୍ତୁତି। ଏହି ଉତ୍ସବ’ ଆଜି ନର୍ଥ ବ୍ଲକସ୍ଥିତ ବଜେଟ୍ ପ୍ରେସରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।…

୧୫ ବର୍ଷରୁ କମ୍ ବୟସର ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ନେଇ କଟକଣା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପରେ ବର୍ତ୍ତମାନ ଫ୍ରାନ୍ସ ମଧ୍ୟ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ଉପରେ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ପ୍ରତିବନ୍ଧକ ଲଗାଇଛି। ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସମର୍ଥନରେ ଜାତୀୟ ଆସେମ୍ବଲି ନିକଟରେ ଏହି ବିଲକୁ ବହୁ ସଂଖ୍ୟାରେ ପାସ୍ କରିଛି। ଶିଶୁ ଏବଂ…

Ratna Bhandar: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର: ହାଇକୋର୍ଟ

କଟକ: ରତ୍ନଭଣ୍ଡାର ଚାବି ହଜିବା ସମ୍ପର୍କରେ ତଦନ୍ତ କମିଶନ ରିପୋର୍ଟ କେବେ ସାର୍ବଜନୀନ ହେବ ତା ଉପରେ ସ୍ପଷ୍ଟୀକରଣ ଲୋଡିଛନ୍ତି ହାଇକୋର୍ଟ । ଏହା ବ୍ୟତୀତ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସମସ୍ତ ରତ୍ନ ପୂର୍ବ ପରି ଅଛି ନା ନାହିଁ, ସେନେଇ ସ୍ପଷ୍ଟ ତଥ୍ୟ ଲୋଡିଛନ୍ତି ମାମଲାର…

Hardcore Maoist Azad: କୋର୍ଟରେ ହାଜର ହେଲେ ଟପ୍ ମାଓ ନେତା ଆଜାଦ

ଗଜପତି: ମୋହନା ଜେଏମ୍ଏଫ୍‌ସି କୋର୍ଟରେ ହାଜର ହେଲେ ଟପ୍ ମାଓ ନେତା ଆଜାଦ ଓରଫ୍ ଡୁନା କେଶବ ରାଓ l ପୋଲିସ ହାର୍ଡକୋର୍‌ ମାଓବାଦୀ ଆଜାଦଙ୍କୁ ରିମାଣ୍ଡରେ ଆଣି ବୁଧବାର ମୋହନା ଜେଏମ୍ଏଫ୍‌ସି କୋର୍ଟରେ ହାଜର କରିଛି । ତାଙ୍କ ନାଁରେ ୨୦୦୮, ୨୦୦୯ ଏବଂ ୨୦୧୧ରେ ସମୁଦାୟ ୧୭ଟି ମାମଲା ରହିଛି ।…

ଗିରଫ ହେଲେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଜ୍ୟାକବ ମାର୍ଟିନଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ବରୋଦାରେ ମଦ୍ୟପାନ କରି ସେ ଗାଡି ଚଳାଉଥିବା ବେଳେ ପୋଲିସ ହାତରେ ଧରା ପଡିଥିଲେ । ରାତି ୨ଟା୩୦ରେ ମାର୍ଟିନଙ୍କ କାର ସନ୍ତୁଳନ ହରାଇଥିଲା ଏବଂ ଜଣଙ୍କ ଘର ବାହାରେ ରହିଥିବା ୩ଟି କାର ସହ…

ଭାରତର ପ୍ରଥମ FRP ଆଲୁମିନିୟମ ୟୁନିଟ୍ ସମ୍ବଲପୁରରେ ଉଦଘାଟିତ 

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲାର ଲପଙ୍ଗାଠାରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଆଦିତ୍ୟ ଆଲୁମିନିୟମ ପ୍ଲାଣ୍ଟରେ ଭାରତର ପ୍ରଥମ ଫ୍ଲାଟ ରୋଲ୍ଡ ପ୍ରଡକ୍ଟସ୍ (FRP) ଆଲୁମିନିୟମ ୟୁନିଟ୍ ଉଦଘାଟନ କରିଛନ୍ତି। ଏଥିରେ ୨୬,୯୯୬ କୋଟି ଟଙ୍କା ନିବେଶ…

ଅଫେରା ରାଇଜରେ ବଲିଉଡର ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ସମୀର ପାତ୍ର…

ଭୁବନେଶ୍ବର: ଭାରତୀୟ ଚଳଚ୍ଚିତ୍ର ଜଗତ ଜଣେ ଅତ୍ୟନ୍ତ ବିଶ୍ୱସ୍ତ ତଥା ନିର୍ଭୀକ ବୈଷୟିକ ଶିଳ୍ପୀଙ୍କୁ ହରାଇଛି । ଓଡ଼ିଶାର ବରିଷ୍ଠ ସାଉଣ୍ଡ ଇଞ୍ଜିନିୟର ତଥା ରେକର୍ଡିଷ୍ଟ ଇଂ. ସମୀର କୁମାର ପାତ୍ରଙ୍କ ପରଲୋକ ହୋଇଛି । ସମୀର ୨ ଦଶନ୍ଧିରୁ ଅଧିକ ସମୟ ଧରି ଅନେକ ପ୍ରଶଂସିତ ହିନ୍ଦୀ ଚଳଚ୍ଚିତ୍ରର…

ଫିଲ୍ମ ପାଇଁ ଆଉ ଗୀତ ଗାଇବେନି ଅରଜିତ ସିଂ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଦୁନିଆର ଲୋକପ୍ରିୟ ଗାୟକ ଅରଜିତ ସିଂଙ୍କ ଏକ ନିଷ୍ପତି ପ୍ରଶଂସକଙ୍କୁ ନିରାଶ କରିଛି । ସଙ୍ଗୀତ ମାଧ୍ୟମରେ ପ୍ରଶଂସକଙ୍କ ମନରେ ଘର କରିଥିବା ଅରଜିତ ଆଗକୁ ଆଉ ଫିଲ୍ମରେ ଗୀତ ଗାଇବେନି ବୋଲି ଘୋଷଣା କରିଛନ୍ତି । ସେ ତାଙ୍କ ଏକ୍ସ ଆକାଂଉଟରେ ଏହା ଘୋଷଣା କରିବା ପରେ ଖୁବ…

ବର୍ଡର ୨ର ସଫଳତା ପରେ ଖୁବ ଶୀଘ୍ର ବର୍ଡର ୩

ମୁମ୍ବାଇ: ବର୍ଡର ୨ ଫିଲ୍ମ ରିଲିଜ ହେବା ପରଠାରୁ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏଥିରେ ମେକର୍ସ ବେଶ ଉତ୍ସାହିତ ଅଛନ୍ତି । ଖୁବ ଶୀଘ୍ର ଏହାର ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଫିଲ୍ମ କ୍ରିଟିକ୍ସ ତରନ ଆଦର୍ଶ ସୂଚନା ଦେଇଛନ୍ତିି । ବର୍ଡର ୨ର…

PUCC ନଥିଲେ ବି ମିଳିବ ପେଟ୍ରୋଲ ଓ ଡିଜେଲ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ନମିଳିବା ନିଷ୍ପତ୍ତି ପ୍ରତ୍ୟାହୃତ କଲା ପରିବହନ ବିଭାଗ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଜ ନିଷ୍ପତ୍ତିରୁ ଓହରିଛି ବିଭାଗ । ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ମଧ୍ୟ ପେଟ୍ରୋଲ ପମ୍ପଗୁଡ଼ିକ ଗ୍ରାହକଙ୍କୁ ତେଲ ଦେବାରୁ ବଞ୍ଚିତ କରିପାରିବେ ନାହିଁ ବୋଲି…