ଅସାଧାରଣ ସାହାସ: କାମୁଡିଥିବା ବିଷାକ୍ତ ସାପକୁ ଧରି ମେଡିକାଲ ପହଞ୍ଚିଲେ ଯୁବକ
ଉଦଳା: ସାପ କାମୁଡ଼ିବା ପରେ ଭୟଭୀତ ନହୋଇ ସାପଟିକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଯୁବକଙ୍କ ସତର୍କତା ଓ ସାହସ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଘଟିଛି। ମୋଚିରାମ ଟୁଡୁ ଏକ ସରକାରୀ କାର୍ଯ୍ୟାଳୟରେ କାମ କରନ୍ତି। ରାତିରେ ସେ ଅଫିସ୍ ରୁମ୍…