୩ ଦଶନ୍ଧି ପରେ ଏକାଠି ନଜର ଆସିବେ ଜ୍ୟାକି ଶ୍ରଫ, ଅନିଲ କପୁର…
ମୁମ୍ବାଇ: ସିଦ୍ଧାର୍ଥ ଆନନ୍ଦଙ୍କ ଆଗାମୀ ଆକ୍ସନ୍ ଥ୍ରୀଲର୍ ଫିଲ୍ମ କିଙ୍ଗ ରେ ତିନି ଦଶନ୍ଧି ପରେ ଏକାଠି ନଜର ଆସିବେ ଅନ୍ ସ୍କ୍ରିନ୍ ହିଟ୍ ଯୋଡି ଜ୍ୟାକି ଶ୍ରଫ ଓ ଅନିଲ କପୁର। ଏହି ଫିଲ୍ମରେ ଶାହରୁଖ ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ସୁଟିଂ ୨୦ ମେ ୨୦୨୫ରୁ ଆରମ୍ଭ ହେବାକୁ…