ଜମ୍ମୁ-କାଶ୍ମୀର ବିମାନବନ୍ଦର ସୁରକ୍ଷାର ସମୀକ୍ଷା କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
ଶ୍ରୀନଗର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରପୁ ଶ୍ରୀନଗର ବିମାନବନ୍ଦରର ସୁବିଧା ସମୀକ୍ଷା କରିଛନ୍ତି । ସହର ପରିଦର୍ଶନ ମଧ୍ୟ କରିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ପରେ ପ୍ରଥମ ଥର ପାଇଁ ମନ୍ତ୍ରୀ ରାମ ମୋହନ ଶ୍ରୀନଗର ଏବଂ ଜମ୍ମୁ…