Latest Odisha News

BREAKING NEWS

ପାଣି ପିଇବା ପରେ ମଧ୍ୟ ଆପଣଙ୍କୁ ଶୋଷ ଲାଗେ କି?ହେଇପାରେ ଏହି ରୋଗ..

ଭୁବନେଶ୍ବର: ସ୍ୱାସ୍ଥ୍ୟ ପାଇଁ ପାଣି ପିଇବା ବହୁତ ଜରୁରୀ । ଏହା ଶରୀରରୁ ମଇଳା ବାହାର କରି ଶରୀରକୁ ସୁସ୍ଥ ରଖିବାରେ କାମ କରେ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ପ୍ରତିଦିନ ୩-୪ ଲିଟର ପାଣି ପିଇବା ଉଚିତ। କିନ୍ତୁ ଯଦି ପାଣି ପିଇବା ସତ୍ତ୍ୱେ ଆପଣଙ୍କୁ ବାରମ୍ବାର ଶୋଷ ଲାଗୁଛି, ତେବେ ଆପଣଙ୍କୁ…

ଆହୁରି ୨ ଦିନ ହିଟ୍ ୱେଭ୍ ୱାର୍ଣ୍ଣିଂ: ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୭ରୁ କାଳବୈଶାଖୀ

ଭୁବନେଶ୍ୱର: ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କଲାଣି ଜୀବନ। ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ, ଆଭ୍ୟନ୍ତରୀଣରେ ନିଆଁ ବର୍ଷା, ଉପକୂଳରେ ଗୁଳୁଗୁଳି । ପଦାକୁ ଯାଇ ହେଉନି, ଘରେ ବି ନିସ୍ତାର ମିଳୁନି। ଆହୁରି ଦୁଇଦିନ ଏମିତି ଛଟପଟ ହେବ ସାରା ଓଡ଼ିଶା। ୨୭ରୁ…

ରାଉରକେଲାରେ ପୋଲିସ ଏନକାଉଣ୍ଟର, ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼

ରାଉରକେଲା: ରାଉରକେଲାରେ ଏନକାଉଣ୍ଟର। ଗୁରୁବାର ରାତି ୧୦ଟାରେ ଲୁଟ୍‌ କରିବାକୁ ଆସି ହୋଟେଲ ମାଲିକଙ୍କୁ ଗୁଳି ମାଡ଼ କଲେ ୮ ଦୁର୍ବୃତ୍ତ। ହୋଟେଲ ମାଲିକ ଗଙ୍ଗେ ଓରାମଙ୍କ ଡ଼ାହାଣ ଗୋଡ଼ ଆଣ୍ଠୁ ତଳକୁ ବାଜିଛି ଗୁଳି। ଘଟଣା ଘଟିବାର ୪ ଘଣ୍ଟା ମଧ୍ୟରେ ଡବଲ ଏନକାଉଣ୍ଟର୍‌ କରିଛି ପୋଲିସ। ଏଥିରେ ଦୁଇ ଜଣ…

ରାହୁ-କେତୁ କରିବେ ରାଶି ପରିବର୍ତ୍ତନ, ଏହି ରାଶିଙ୍କୁ ମିଳିବ ଲାଭ

ଭୁବନେଶ୍ବର: ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ଭାବରେ ବିବେଚନା କରାଯାଏ । ଏମାନଙ୍କର ପ୍ରଭାବ ବ୍ୟକ୍ତିଙ୍କ ଉପରେ ଅଧିକ ପଡେ । ତେବେ ୧୮ ମେ'୨୦୨୫ରେ ରାହୁ ଏବଂ କେତୁ ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ଦିନ ରାହୁ ମୀନ ରାଶିରୁ କୁମ୍ଭ ରାଶିରେ ପ୍ରବେଶ କରିବେ । ସେପଟେ…

ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ବିବାଦୀୟ ବୟାନ ଦେଇ ଆସାମ ବିଧାୟକ ଗିରଫ

ନୂଆଦିଲ୍ଲୀ: ଆସାମ ଏଆଇୟୁଡିଏଫ୍ (AIUDF) ବିଧାୟକ ଅମିନୁଲ ଇସଲାମ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଏକ ବିବାଦୀୟ ବୟାନ ଦେଇ ଫସିଯାଇଛନ୍ତି। ବିଧାୟକଙ୍କ ବିବାଦୀୟ ବୟାନ ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦୃଢ଼ ନିନ୍ଦା କରାଯାଉଛି। ଏହି ଭିଡିଓରେ ବିଧାୟକ ପାକିସ୍ତାନର…

ସାରା ଦୁନିଆକୁ ପାକିସ୍ତାନର କଳାକାରନାମା କହିଲା ଭାରତ, ଟେନସେନରେ ପଡ଼ିଗଲା ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ବିଶ୍ୱବ୍ୟାପୀ ଅଲଗା କରିବା ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛି। ଏପ୍ରିଲ ୨୨ରେ ଘଟିଥିବା ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ପର୍ଯ୍ୟଟକ।…

ଆତଙ୍କବାଦ ପ୍ରେମ: ପହଲଗାମ ଆକ୍ରମଣକାରୀଙ୍କୁ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ଇଶାକ କହିଲେ ‘ସ୍ୱାଧୀନତା…

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନ ନିନ୍ଦା କରିଥିଲେ ମଧ୍ୟ, ଦେଶର ବୈଦେଶିକ ମନ୍ତ୍ରୀ ତଥା ଉପ-ପ୍ରଧାନମନ୍ତ୍ରୀ ଇଶାକ ଦାର ଗୁରୁବାର ଦିନ ଏହି ଆକ୍ରମଣର ଅପରାଧୀମାନଙ୍କୁ ‘ସ୍ୱାଧୀନତା ସଂଗ୍ରାମୀ’ ବୋଲି ଅଭିହିତ କରି ବିବାଦ…

ଚିକିତ୍ସାରେ ବିଳମ୍ବ, ବୈଷୟିକ ତ୍ରୁଟି ଭିତରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ‘ଠପ୍’!

ଭୁବନେଶ୍ୱର: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟକାରିତା ଆରମ୍ଭ ହେବା ପରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ନେଇ ଅଭିଯୋଗର ଫର୍ଦ୍ଦ ଗୋଟିଏ ପରେ ଗୋଟଏ ଦେଖାଦେଇଛି। ସୂତ୍ରରୁ ପ୍ରକାଶ ଯେ, ରୋଗୀମାନେ ଡାକ୍ତରମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ କାର୍ଡ ଗ୍ରହଣ ନକରାଯିବା ଏବଂ ଓଟିପି ସମସ୍ୟା ଭଳି…

ଖର୍ଚ୍ଚକାଟ ଚିନ୍ତା, ଭୁବନେଶ୍ୱରରେ ନିଜ ଗାଡ଼ିର ଇନ୍ଧନ ଯୋଗାଇବାକୁ ବିଏମସି ବସାଇବ ପେଟ୍ରୋଲ ପମ୍ପ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏକ ନିଜସ୍ୱ ପେଟ୍ରୋଲ ପମ୍ପ ଓ ଗ୍ୟାରେଜ ସ୍ଥାପନ କରିବାକୁ ଯୋଜନା କରୁଛି। ଏପରି କରି ଥାର୍ଡପାର୍ଟି କମ୍ପାନୀଙ୍କ ଉପରେ ନିର୍ଭରଶୀଳତା କମାଇବ ସହ ଖର୍ଚ୍ଚକାଟ କରିବ ବୋଲି ମହାନଗର ନିଗମ ଆଶା…

ଓଡ଼ିଶାର ସାମ୍ବାଦିକ ଓ ଖବରକାଗଜ ବିକ୍ରେତାଙ୍କ ପାଇଁ ଖୁସି ଖବର: ନିର୍ମାଣ ଶ୍ରମିକଙ୍କ ଭଳି ମିଳିବ କଲ୍ୟାଣକାରୀ ସୁବିଧା

ଭୁବନେଶ୍ୱର: ଓଡ଼ିଶାର ସାମ୍ବାଦିକ ଓ ଖବରକାଗଜ ବିକ୍ରେତାମାନେ ଶୀଘ୍ର ନିର୍ମାଣ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ ସୁବିଧା ପାଇବେ। ଗୁରୁବାର ଦିନ ଏହି ଘୋଷଣା କରିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। କେନ୍ଦୁଝରରେ ‘ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ’ ଅବସରରେ ଆୟୋଜିତ…