ଟାଇଗରଙ୍କ ସହ ରାମ ମାଧବାନୀ-ମହାବୀର ଜୈନ କରିବେ ଫିଲ୍ମ
ମୁମ୍ବାଇ: ନିର୍ଦ୍ଦେଶକ ରାମ ମାଧବାନୀ ଓ ଲୋକପ୍ରିୟ ନିର୍ମାତା ମହାବୀର ଜୈନ ଏକତ୍ର କେତେଗୁଡିଏ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ମଧ୍ୟରେ ଟାଇଗର ଶ୍ରଫଙ୍କୁ ନେଇ ସେମାନେ ଏକ ବଡ ବଜେଟ ଫିଲ୍ମ କରିବେ । ଏଥିରେ ଦର୍ଶକମାନେ ପ୍ରଥମ ଥର ପାଇଁ ଟାଇଗରଙ୍କୁ ଏକ ନୂଆ ରୂପରେ ଦେଖିବେ । ସ୍ପିରିଚୁଆଲ…