New Education Minister: ଧର୍ମେନ୍ଦ୍ରଙ୍କ ସ୍ଥାନରେ ପ୍ରହ୍ଲାଦ ଯୋଶୀ, କେତେ ପାଠ ପଢ଼ିଛନ୍ତି ଦେଶର ନୂଆ…
ନୂଆଦିଲ୍ଲୀ: ୨୦୨୬ର NEET ବିବାଦ ପରେ ଜୁଲାଇ ୨୫ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ବରିଷ୍ଠ ବିଜେପି ନେତା ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଦୀର୍ଘ ରାଜନୈତିକ ଅଭିଜ୍ଞତା ଓ ଏକାଧିକ ଗୁରୁତ୍ୱପୂର୍ଣ୍ଣ…