ଭାରତୀୟ ବଜାରରେ ଦୂର ହେବ ଛୋଟ ମୂଲ୍ୟ ନୋଟର ଅଭାବ; ବସିବ ସ୍ବତନ୍ତ୍ର ଏଟିଏମ୍
ନୂଆଦିଲ୍ଲୀ: ଏବେ ଛୋଟ ମୂଲ୍ୟର ନୋଟ୍ ଗୁଡ଼ିକର ଅଭାବ ଦୂର କରିବାକୁ ସରକାରଙ୍କ ଅଭିନବ ଉପାୟ । ଭାରତୀୟ ବଜାରରେ ଏଣିକି ଆଉ ଛୋଟ ମୂଲ୍ୟର ନୋଟ୍ ଗୁଡ଼ିକର ଅଭାବ ଦେଖାଯିବନାହିଁ । ଏବେ ସରକାର ସ୍ବତନ୍ତ୍ର ଏଟିଏମ୍ ବସାଇବା ପାଇଁ ଯୋଜନା କରୁଛନ୍ତି ।
ଖୁଚୁରା ବଜାରରେ ଲୋକେ ଅନେକ…