Latest Odisha News

BREAKING NEWS

ପୃଥିବୀର ସବୁଠାରୁ ପୁରୁଣା ପ୍ରାଣୀ କିଏ? ଯାହାକୁ ଭେଟିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି ଦିନିଆ ସେଚେଲ୍ସକୁ ଗସ୍ତରେ ଯିବେ। ଜୁନ୍ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତ ହେଉଛି ଏକ ସ୍ୱତନ୍ତ୍ର। ଏହି ଗସ୍ତ ସମୟରେ, ସେ ଭାରତ ମହାସାଗରରେ ଅବସ୍ଥିତ ସେଚେଲ୍ସରେ ସ୍ୱାଧୀନତାର ୫୦ତମ ବାର୍ଷିକୀ ପାଳନ ପାଇଁ…

ଭେନେଜୁଏଲାରେ ପ୍ରଳୟଙ୍କାରୀ ଭୂମିକମ୍ପ ପରେ ଥରିଲା ପାକିସ୍ତାନ…

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ହୋଇଥିବା ଭୟଙ୍କର ଭୂମିକମ୍ପରୁ ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ପାରିନାହିଁ। ଆଉ ଏବେ ପଡ଼ୋଶୀ ପାକିସ୍ତାନରେ ମଧ୍ୟ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଛି। ଶନିବାର ସକାଳେ ପାକିସ୍ତାନର ପଞ୍ଜାବ ପ୍ରଦେଶର ଡେରା ଗାଜି ଖାନ ଅଞ୍ଚଳ ନିକଟରେ ୫.୪…

ଝଡ଼ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶାର ୧୦ଟି ଜିଲ୍ଲା ପାଇଁ ଏକ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏଥିସହିତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଝଡ଼ବର୍ଷା, ବଜ୍ରପାତ ସହ ପ୍ରବଳ ପବନ ହେବାର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଅନୁଯାୟୀ, ବର୍ଷା ପାଇଁ ତାପମାତ୍ରାରେ ସାମାନ୍ୟ…

Trump visit India: ଖୁବଶୀଘ୍ର ଭାରତ ଆସିବେ ରାଷ୍ଟ୍ରପତି ଟ୍ରମ୍ପ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସମ୍ପର୍କ ନେଇ…

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଶନିବାର କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଆରମ୍ଭରେ ଭାରତ ଗସ୍ତ କରିବାର ସମ୍ଭାବନା ରହିଛି। ଏଥିସହିତ ରୁବିଓ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ଉପରେ ଗୁରୁତ୍ୱାରୋପ…

Hydrogen Train: ଭାରତ ଟ୍ରାକରେ ଗଡିବ ହାଇଡ୍ରୋଜେନ୍ ଟ୍ରେନ୍, ସଫଳ ହେଲା ହାଇ-ସ୍ପିଡ୍ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ରେଳ ଲାଇନରେ ଖୁବଶୀଘ୍ର ଚାଲିବାକୁ ହାଇଡ୍ରୋଜେନ୍ ଟ୍ରେନ୍ । ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନର ଶେଷ ହାଇ-ସ୍ପିଡ୍ ପରୀକ୍ଷଣ ଶୁକ୍ରବାର ସଫଳତାର ସହ ଶେଷ ହୋଇଛି । ଦିଲ୍ଲୀ-ଜିନ୍ଦ ସେକ୍ସନରେ ହାଇଡ୍ରୋଜେନ୍ ଟ୍ରେନର ପରୀକ୍ଷଣ କରାଯାଇଥିଲା। ଏହି ସମୟରେ ଟ୍ରେନଟି ଘଣ୍ଟା…

ଦେବସ୍ନାନ ପୂର୍ଣ୍ଣିମା; ପୁରୀରେ ପାର୍କିଂ ପାଇଁ ‘ଫାଷ୍ଟ କମ୍‌ ଫାଷ୍ଟ୍‌ ସର୍ଭ’କୁ ଦିଆଯିବ ଗୁରୁତ୍ଵ

ପୁରୀ: ସୋମବାର ଦିନ ଜ୍ୟେଷ୍ଠ ଶୁଦ୍ଧ ଶୁକ୍ଲ ପୂର୍ଣ୍ଣିମା। ଅର୍ଥାତ୍ ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା। ଆଜିଠୁ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ। ପରମ୍ପରା ଅନୁଯାୟୀ ଏହି ତିଥିରେ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ହୋଇଥାଏ ଦଇତା ପ୍ରବେଶ ନୀତି। ସ୍ନାନପୂର୍ଣ୍ଣିମା ନିମନ୍ତେ…

ରାଜଧାନୀରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ଅଞ୍ଚଳରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଉକ୍ତ ମହିଳାଙ୍କ ସ୍ୱାମୀ ପାଖରେ ନଥିବା ବେଳେ ତାଙ୍କୁ ଅଭିଯୁକ୍ତ ଜଣକ ଟଣାଓଟରା କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଭରତପୁର ଜିଏ କଲୋନୀର…

ଚୀନର ୧୦୯ ମହଲା କୋଠାକୁ ପିଟିଲା ବିମାନ; ମନେ ପଡ଼ିଲା ୯/୧୧ ଘଟଣା

ନୂଆଦିଲ୍ଲୀ: ଶୁକ୍ରବାର ଚୀନ୍‌ର ରାଜଧାନୀ ବେଜିଂର ସବୁଠାରୁ ଉଚ୍ଚ କୋଠା CITIC ଟାୱାରକୁ ଏକ ବିମାନ ଧକ୍କା ଦେଇଛି। ଏହି ଘଟଣାରେ ଗଗନଚୁମ୍ବି ବି ଲ ଡିଂ ଖୁବ୍ କ୍ଷତିଗ୍ରସ୍ତ ହୋଇଛି ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଘଟଣା ଆମେରିକା ୯/୧୧ ୱାର୍ଲଡ ଟ୍ରେଡ ସେଣ୍ଟର…

ଭେନେଜୁଏଲାରେ ପୁଣି ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୯୦୦ ପାର୍ 

ନୂଆଦିଲ୍ଲୀ: ଶୁକ୍ରବାର ଅପରାହ୍ନରେ ଭେନେଜୁଏଲାରେ ଆଉ ଏକ ୪.୯ ତୀବ୍ରତାର ଭୂମିକମ୍ପ ଘଟିଛି। ଦୁଇଟି ବଡ଼ ଭୂମିକମ୍ପର ମାତ୍ର ଦୁଇ ଦିନ ପରେ ଏଭଳି ଘଟିଛି। ରିପୋର୍ଟ ଅନୁଯାୟୀ, କାରାକାସ୍ ଏବଂ ମାରାକେରେ ସଦ୍ୟତମ ଭୂମିକମ୍ପ ଅନୁଭବ କରିଛନ୍ତି। ତେବେ ପୂର୍ବ ଦୁଇ ବଡ ଭୂମିକମ୍ପରେ ଏଯାବତ…

ବାଲେଶ୍ଵରରେ ଗୋଷ୍ଠୀ ସଂଘର୍ଷ, ୨୦ ଆହତ

ଭୁବନେଶ୍ବର: ବାଲେଶ୍ୱର ସହରରେ ବିଳମ୍ବିତ ରାତିରେ ଏକ ଶୋଭାଯାତ୍ରା ସମୟରେ ଦରଘା ମଇଦାନ ନିକଟରେ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଅପରପକ୍ଷରେ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା…