Latest Odisha News

ହରିଆଣାରେ ହିଂସା: ଗିରଫ ହେଲେଣି ୧୩୯ ଜଣ, ଅଗଷ୍ଟ ୫ ଯାଏଁ ଇଣ୍ଟରନେଟ୍ ସେବା ସ୍ଥଗିତ

ଚଣ୍ଡିଗଡ଼: ଜୁଲାଇ ୩୧ ସୋମବାର ଦିନ ହରିୟାଣାର ନୁହରେ ଘଟିଥିବା ଭୟଙ୍କର ହିଂସା ମାମଲାରେ ଖଟ୍ଟର ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଗୁରୁଗ୍ରାମର ସୋହନାରେ ହୋଇଥିବା ହିଂସା ପରେ ହରିୟାଣା ପୋଲିସ ୧୩୯ ଜଣଙ୍କୁ ଗିରଫ କରିଛି। ଏହା ସହିତ ୬୦ ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇ ପଚରାଉଚରା…

ମହାନଦୀରେ ଛୋଟ ବନ୍ୟା ଆଶଙ୍କା,ଫୋକସରେ ଜିରୋ କାଜୁଆଲଟି

ଭୁବନେଶ୍ବର: ସାରା ରାଜ୍ୟରେ ଲଗାଣ ବର୍ଷା ଏବେ ବିଭିନ୍ନ ନଦୀରେ ବନ୍ୟା ସ୍ଥିତି ଉପୁଜାଇଲାଣି। ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବୈତରଣୀ ନଦୀରେ ବଡ଼ ବନ୍ୟା ଆସିଛି। ଆଖୁଆପଦା ଓ ଆନନ୍ଦପୁରରେ ବୈତରଣୀରେ ବିପଦ ସଂକେତଠାରୁ ଉଚ୍ଚରେ ପାଣି ବହୁଛି। ରାତି ୧୧ଟା ବେଳକୁ ଆଖୁଆପଦାରେ…

ବନ୍ୟା ସ୍ଥିତି ମୁକାବିଲା ନେଇ ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ୭ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ବନ୍ୟା ସ୍ଥିତି ମୁକାବିଲା ନେଇ ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ବନ୍ୟା ନେଇ ୭ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି। ତଳିଆ ଅଞ୍ଚଳ ଗୁଡ଼ିକୁ ଏନଡିଆରଏଫ, ଓଡ୍ରାଫ ଟିମ୍ ପଠାଯାଇଛି। ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସତର୍କ…

ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ଅମିତ ଶାହ ! ଗସ୍ତକୁ ନେଇ ଚାଲିଛି ରାଜନୈତିକ ଅଙ୍କକଷା

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିପାରନ୍ତି ଅମିଶ ଶାହ  ।  ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଯଦିଓ ଏ ନେଇ ସରକାରୀ ସ୍ତରରେ ବିସ୍ତୃତ ଭାବେ କୁହାଯାଇ ନାହିଁ ତେବେ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି । ଏପରିକି ଅମିତ ଶାହ…

୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ, ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ବନ୍ଦ ପାଳନ ଡାକରା

ବଲାଙ୍ଗିର: ଆଜି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ। ସକାଳ ୬ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ। ବସ ଚଳାଚଳ ସମ୍ପର୍ଣ୍ଣ ଠପ ହୋଇଛି। ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ବନ୍ଦ ପାଳନ ଡାକରା ଦିଆଯାଇଛି।…

ବୁଡ଼ିଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର, ୧୪୪ ଧାରା ଜାରି କଲା ପ୍ରଶାସନ

ବଡମ୍ବା: ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି । ଏନେଇ ଭଟ୍ଟାରିକା ପୀଠରେ ୧୪୪ ଧାରା ଜାରି କରାଯାଇଛି । ଆଠଗଡ଼ ଦେବୋତ୍ତର ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି । ବନ୍ୟାରେ ଜନଗହଳିକୁ…

ଏପରି ମନ୍ଦିର ଯେଉଁଠି ଦେବୀ ମା’ ଙ୍କର ହୁଏ ଋତୁସ୍ରାବ

ଓଡିଶା ସମ୍ବାଦ ବ୍ୟୁରୋ: ଗୌହାଟୀର କାମାକ୍ଷା ମନ୍ଦିର ହେଉଛି ଭାରତର ଅନ୍ୟତମ ଲୋକପ୍ରିୟ ମନ୍ଦିର । କାମାକ୍ଷା ଦେବୀଙ୍କୁ ମା ଦୁର୍ଗା ରୂପରେ ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ, ମାତା ସତୀଙ୍କର ଯୋନି ଏଠାରେ ପଡ଼ିଯାଇଥିଲା, ତେଣୁ ଏହି ସ୍ଥାନକୁ ୫୧ ଶକ୍ତିପୀଠ ମଧ୍ୟରେ ସବୁଠାରୁ ପ୍ରମୁଖ…

କଲବଲ କରୁଛି ବର୍ଷା: ଫୁଲୁଛି ମହାନଦୀ, ବିପଦ ସଂକେତ ଉପରେ ବୈତରଣୀ

କଟକ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର । ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡଳୀ ଦେଇ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ । ଏନେଇ ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଏସଆରସି । ଦୁର୍ବଳ…

ଦେଶରେ ୨୦ଟି ବିଶ୍ୱବିଦ୍ୟାଳୟ ନକଲି, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚେତାଇଲା ୟୁଜିସି

ନୂଆଦିଲ୍ଲୀ: ନକଲି ଜିନିଷ ବିକ୍ରି ହେବା ପରେ ଏବେ ଶିକ୍ଷା ବ୍ୟବସ୍ଥା ମଧ୍ୟ ନକଲି ହେଲାଣି। ପ୍ରାୟତଃ ନକଲି ଔଷଧରୁ ଆରମ୍ଭ କରି ନକଲି ଖାଦ୍ୟ ବିକ୍ରି କରି ଟଙ୍କା ରୋଜଗାର କରାଯାଉଥିବା ଦେଖିବାକୁ ମିଳୁଥିଲା। ଏବେ କିନ୍ତୁ ଏହି ନକଲି ଜିନିଷଗୁଡ଼ିକ ସହିତ ଯୋଡ଼ି ହୋଇଯାଇଛି ଶିକ୍ଷାନୁଷ୍ଠାନ। ନକଲି…

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା କ୍ଲବ୍ ବ୍ୟବସ୍ଥା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା କ୍ଲବ୍ ବ୍ୟବସ୍ଥା। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଟ୍ରିକ ବୋର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀ ୮୦ ପ୍ରତିଶତ ମାର୍କର ପରୀକ୍ଷା ଦେବେ। ସ୍ଲୁଲ ସ୍ତରରେ ପରୀକ୍ଷାର୍ଥୀ ଆଉ ୨୦ମାର୍କ ପାଇବେ।…