Latest Odisha News

BREAKING NEWS

‘ଧୋକା ଦେବା ପାକର ସ୍ଵଭାବ’: ଅସ୍ତ୍ରବିରତି ଉଲ୍ଲଂଘନ ନେଇ ନିନ୍ଦା କଲେ ଥରୁର 

ନୂଆଦିଲ୍ଲୀ: ଉସକି ଫିତରତ ହେ ମୁକର ଜାନେ କି, ୟୁସକେ ୱାଦେ ପେ ୟକିନ୍ କୈସେ କରୁଁ?, ଭାରତ ସହିତ ଶାନ୍ତି ଆଲୋଚନା ସତ୍ତ୍ୱେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ, କିଛି ଏପରି କହି ପାକିସ୍ତାନକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ଏନେଇ ନିଜ ଏକ୍ସରେ…

ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୧୦ ଲକ୍ଷ: ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

ଶ୍ରୀନଗର: ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶନିବାର ପାକିସ୍ତାନ ଗୁଳିମାଡ଼ରେ ପ୍ରାଣ ହରାଇଥିବା ପ୍ରତ୍ୟେକ ସାଧାରଣ ନାଗରିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ଏବଂ ସେମାନଙ୍କ ଯନ୍ତ୍ରଣା ସହଭାଗୀ ହେବା…

ଖୁବଶୀଘ୍ର ଆରମ୍ଭ ହୋଇପାରେ ଆଇପିଏଲ୍‌

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ସାମରିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୫କୁ ଶୁକ୍ରବାରଠାରୁ ସ୍ଥଗିତ ରଖାଯାଇଥିଲା। ଶନିବାର ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ପରେ ସ୍ଥଗିତ ରହିଥିବା ଆଇପିଏଲ ଖୁବଶୀଘ୍ର ଆରମ୍ଭ ହେବ…

ଯୁଦ୍ଧବିରତି ପରେ ବି ଗୁଳିଚାଳନା: ପାକ୍ ସେନାର ଗୁଳିରେ ୫ ସାଧାରଣ ନାଗରିକ ମୃତ, ୨ ଯବାନ ସହିଦ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ଯୋଗୁଁ ଶନିବାର ଅସ୍ତ୍ରବିରତି ପାଳନ କରାଯାଇଛି। ଏହି ଅସ୍ତ୍ରବିରତି ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ହୋଇଥିଲା, ଯାହା ପରେ ଘୋଷଣା କରାଯାଇଥିଲା। ଏହା ପରେ ମଧ୍ୟ ଜମ୍ମୁ-କାଶ୍ମୀରର ଅନେକ ଅଞ୍ଚଳରେ ପାକିସ୍ତାନ ଦ୍ୱାରା…

୧୦ ମିନିଟରେ ୬ଟି ବିସ୍ଫୋରଣ: ପୁଣି ପାକ୍‌ର ଡ୍ରୋନ୍ ଆକ୍ରମଣ, ସୀମାବର୍ତ୍ତୀ ଅଞ୍ଚଳରେ ବାଜିଲା ସାଇରନ

ନୂଆଦିଲ୍ଲୀ: ରାଜସ୍ଥାନର ସୀମାନ୍ତ ଜିଲ୍ଲା ଜୈସଲମେରରେ ଶନିବାର ରାତିରେ ୧୦ମିନିଟ୍ ମଧ୍ୟରେ ହଠାତ୍ ଛଅଟି ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା, ଯେତେବେଳେ ଏକ ଡ୍ରୋନ୍ ଆକ୍ରମଣ ବାଡ଼ମେରରେ ଆତଙ୍କ ସୃଷ୍ଟି କରିଥିଲା। ଏହା ପରେ, ଉଭୟ ଜିଲ୍ଲାର ଅଞ୍ଚଳରେ ସାଇରନ୍ ବାଜିଥିଲା। ଏହି ଘଟଣାଗୁଡ଼ିକୁ…

ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର

ଭୁବନେଶ୍ୱର: ଥମୁନି ଗୋରୁ ଚାଲାଣ। ରାଜ୍ୟରୁ ପୁଣି ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ପଶ୍ଚିମବଙ୍ଗ କରାଯାଉଥିଲା ଚାଲାଣ। ଭୋଗରାଇ ଖେଡ଼ସାହିରୁ ଗୋରୁ ବୋଝେଇ ଟ୍ରକ୍‌ ଜବତ କଲା ପୋଲିସ। ଧରାପଡିବା ପରେ ଗାଡ଼ି ଛାଡ଼ି ଫେରାର ହେଲା ଡ୍ରାଇଭର। ଭୋଗରାଇ ଥାନାରେ ସମସ୍ତ ଗୋରୁଙ୍କୁ ରଖି ଘଟଣାର ତଦନ୍ତ କରୁଛି…

୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ତ୍ରାହି ନାହିଁ

ଭୁବନେଶ୍ୱର: ରାଜ୍ୟରେ ପୁଣି ଫରିଲା ପ୍ରଚଣ୍ଡ ତାତି। ତେବେ ଆଗାମୀ ୫ ଦିନ ଯାଏଁ ଭୀଷଣ ଗୁଳୁଗୁଳିରୁ ତ୍ରାହି ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡ଼ରେ ଗ୍ରୀଷ୍ମଲହରୀ ବହିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର,…

ଅସ୍ତ୍ରବିରତି ପରେ ବି ପାକିସ୍ତାନ ବିରୋଧରେ ଜାରି ରହିବ କଟକଣା

ନୂଆଦିଲ୍ଲୀ: ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଘୋଷଣା କରାଯିବା ପରେ ବିଳମ୍ବିତ ସନ୍ଧ୍ୟାରେ ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟରେ ପୁଣି ଗୁଳିଚାଳନା ଏବଂ ଡ୍ରୋନ ଆକ୍ରମଣ ହୋଇଥିଲା। କିନ୍ତୁ ଆଜି ସକାଳେ ଏଠାରେ ପରିସ୍ଥିତି ସ୍ୱାଭାବିକ ଅଛି। ଡ୍ରୋନ୍ କିମ୍ବା ଗୁଳି ଚଳାଇବାର…

ପାକିସ୍ତାନ ସହ ଅସ୍ତ୍ରବିରତିକୁ ନେଇ ଓୱେସିଙ୍କ ୪ପ୍ରଶ୍ନ…

ନୂଆଦିଲ୍ଲୀ:ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଶନିବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବଡ଼ ଘୋଷଣା କରିଥିଲେ । ଭାରତୀୟ ସମୟ ସଂଧ୍ୟା ୫ଟାରୁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା । ଏହି ଘୋଷଣା ଉପରେ ପ୍ରତିକ୍ରିୟା ଦେଇ ଆଇଏମଆଇଏମ (AIMIM)ମୁଖ୍ୟ ଅସଦୁଦ୍ଦିନ…

ନାଗ୍ରୋଟା ଆର୍ମି ଷ୍ଟେସନ ନିକଟରେ ଗୁଳିବିନିମୟ; ଜଣେ ଯବାନ ଆହତ

ନୂଆଦିଲ୍ଲୀ: ନାଗ୍ରୋଟାରେ ଥିବା ସେନା ଘାଟି ପାଖରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଯାଇଛି। ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କର୍ପସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କର୍ପସ ଟ୍ୱିଟ୍ କରିଛନ୍ତି ଯେ,ନାଗ୍ରୋଟାର ସେନା ଘାଟି ପାଖରେ ନିକଟରେ ସନ୍ଦେହଜନକ…