ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଲେ ଶ୍ରେୟାଶ ଆୟାର
ନୂଆଦିଲ୍ଲୀ: ବେଲଫାଷ୍ଟରେ ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ରୋହିତ ଶର୍ମାଙ୍କ ରେକର୍ଡ ଶ୍ରେୟାଶ ଆୟାର ଭାଙ୍ଗିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ବଦଳରେ ଶ୍ରେୟାଶ ଭାରତର ନେତୃତ୍ୱ ନେଉଛନ୍ତି । ସର୍ବାଧିକ ଟି୨୦ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇବା ପରେ ସେ ଭାରତୀୟ…