କଟକରେ ସମୀକ୍ଷା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଆହତ
କଟକ: କଟକକୁ ଯିବା ବେଳେ ରବିବାର ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଦୁର୍ଘଟଣାରେ ଆହତ ହୋଇଛନ୍ତି।
ଜୁନ୍ ୧୩ ତାରିଖରେ ତଳ ବାଲି ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ନାରୀ ଶକ୍ତି ମେଳାର ବ୍ୟବସ୍ଥା ସମୀକ୍ଷା କରିବା ପାଇଁ ସେ ଯିବା ବେଳେ ଏହି ଅଘଟଣ…