Latest Odisha News

BREAKING NEWS

ବିହାରରେ ଆତଙ୍କବାଦୀଙ୍କୁ ମୋଦୀଙ୍କ ଚରମବାଣୀ, ମନେପକାଇଲେ ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କୁ

ପାଟନା: ପଞ୍ଚାୟତରାଜ ଦିବସ ଅବସରରେ ବିହାରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ପହଲଗାମରେ ଆତଙ୍କବାଦୀମାନେ ଯେଉଁ ନିରୀହ ନାଗରିକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି, ତାହା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଆମେ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ପରିବାରଙ୍କ…

ସୋଲାପୁର ଚାଷୀଙ୍କ ୩ କେଜିର ଶରଦ ଆମ୍ବ; ପାୱାର ସାହେବଙ୍କ ପ୍ରତି ରସାଳ ଉପହାର

ମୁମ୍ବାଇ: କୌଣସି ବ୍ୟକ୍ତିଙ୍କ ନାଁରେ ଆମ୍ବର ନାମକରଣ କରାଯାଇପାରେ କି? ଏହା ଶୁଣିବାକୁ ଅଜବ ଲାଗିପାରେ, କିନ୍ତୁ ମହାରାଷ୍ଟ୍ରର ସୋଲାପୁରରେ ରହୁଥିବା ଜଣେ ଚାଷୀଙ୍କ ବଗିଚାରେ ତିନି କିଲୋଗ୍ରାମ ଓଜନର ଆମ୍ବ ଫଳିଛି। ସେ ଏହି ଆମ୍ବର ନାମକରଣ କରିଛନ୍ତି। ତାହା ପୁଣି ମହାରାଷ୍ଟ୍ରର ପୂର୍ବତନ…

ନିଧୀଙ୍କ ସହ ବିଶ୍ୱାସଘାତକତା କରୁଛନ୍ତି କି ପୃଥ୍ୱୀ ଶ

ନୂଆଦିଲ୍ଲୀ: କ୍ରିକେଟର ପୃଥ୍ୱୀ ଶ ତାଙ୍କ ପୂର୍ବତନ ବାନ୍ଧବୀ ତଥା ମଡେଲ ନିଧୀ ତପାଡିଆଙ୍କ ସହ ବିଶ୍ୱାସଘାତକତା କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଛି । ନିକଟରେ ପୃଥ୍ୱୀଙ୍କ ସହ ଏକ ନୂତନ ଯୁବତୀ ଦେଖିବାକୁ ମିଳିଛି । ସେମାନେ କାରରେ ଯାଉଥିବା ବେଳେ ଯୁବତୀଜଣଙ୍କ ନିଜ ମୁହଁ…

ଉଧମପୁରରେ ଜଣେ ଯବାନ ସହୀଦ; ସେପଟେ, ପହଲଗାମ ଆକ୍ରମଣକୁ ନେଇ ସାମ୍ନାକୁ ଆସିଲା ବଡ ତଥ୍ୟ

ଉଧମପୁର: ଜମ୍ମୁ-କଶ୍ମୀରର ପହଲଗାମରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣର ପରେ ଗୁରୁବାର ଉଧମପୁର ଜିଲ୍ଲାର ଡୁଡୁ-ବସନ୍ତଗଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଯବାନ ସହୀଦ ହୋଇଥିବା ନେଇ ସୂଚନା ରହିଛି । ଉକ୍ତ ଅଞ୍ଚଳରେ ସେନାର ସର୍ଚ୍ଚ…

ଭାରତରେ ପାକିସ୍ତାନର ‘ଏକ୍ସ’ ଆକାଉଣ୍ଟ ବନ୍ଦ, ଦିଲ୍ଲୀରେ ହାଇକମିଶନ ବାହାରୁ ହଟିଲା ସୁରକ୍ଷା

ନୂଆଦିଲ୍ଲୀ: ମଙ୍ଗଳବାର ଜମ୍ମୁ ଓ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି । ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆଉ ଏକ କଠୋର ପଦକ୍ଷେପ ନେଇଛି । ପାକିସ୍ତାନ ସରକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ସରକାର ନିଷିଦ୍ଧ…

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ତଥା ପୂର୍ବତନ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଛି ହତ୍ୟା ଧମକ । 'ଆଇଏସଆଇଏସ କାଶ୍ମୀର' ସଂଗଠନ ପକ୍ଷରୁ ଏହି ହତ୍ୟା ଧମକ ମିଳିଥିବା ନେଇ ବୁଧବାର ଗମ୍ଭୀରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏନେଇ ମୁମ୍ବାଇ ପୋଲିସରେ…

ଅଭାବନୀୟ ଘଟଣା, ହସ୍ପିଟାଲ୍ ଲିଫ୍ଟରେ ଚାପି ହୋଇ ବୃଦ୍ଧାଙ୍କ ଅକାଳ ମୃତ୍ୟୁ

ଭଦ୍ରକ: ଲିଫ୍ଟ ନେଇଗଲା ରୋଗୀଙ୍କ ଜୀବନ । ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ। ମୃତ ମହିଳା ହେଲେ ରାନ୍ଦିଆ ପଞ୍ଚାୟତ ନରସିଂହପୁର ଗ୍ରାମର ମିନତୀ ପରିଡା। ସେ ଶ୍ୱାସ ଓ ଥାଇରଏଡ଼ ରୋଗରେ ଆକ୍ରାନ୍ତ ହୋଇ ଭଦ୍ରକ ହସ୍ପିଟାଲକୁ…

ଏନକାଉଣ୍ଟରରେ ୩ ମାଓବାଦୀ ସଫା

ବିଜାପୁର: ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ ବିଜାପୁର ଜିଲ୍ଲାର କରେଗୁଟ୍ଟା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ତିନି ଜଣ ନକ୍ସଲ ନିହତ ହୋଇଛନ୍ତି । ସୁରକ୍ଷା ବାହିନୀ ତିନି ଦିନ ପୂର୍ବରୁ ସବୁଠାରୁ ବଡ଼ ନକ୍ସଲ ବିରୋଧୀ…

ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି: ଆଜିଠାରୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖରାଛୁଟି

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଓଡ଼ିଶାର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଟପିଛି । ଫଳରେ ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଆଉ ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏପ୍ରିଲ୍ ୨୪ ଅର୍ଥାତ୍ ଆଜି…

ଅସହ୍ୟ ତାତି: ୧୧ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ସତର୍କତା ଜାରି

ଭୁବନେଶ୍ୱର: ଦିନକୁ ଦିନ ଅସମ୍ଭାଳ ହେଉଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଓଡ଼ିଶାର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଟପିଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ତେଜିବା ସହିତ ପୁଣି ଝାରସୁଗୁଡା ରାଜ୍ୟ ତଥା ଦେଶର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ…