Latest Odisha News

BREAKING NEWS

ଖୁବଶୀଘ୍ର ତାତିରୁ ମିଳିବ ଆଶ୍ୱସ୍ତି; ୨-୪° ଖସିବ ତାପମାତ୍ରା

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମପ୍ରବାହ ଏବଂ ଗରମ ପରେ ଓଡ଼ିଶାରେ ପୁଣି ଥରେ କାଳବୈଶାଖୀ ହେବାର ସମ୍ଭାବନା ଅଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ସୂଚନା ଦେଇଛି। ୨୪ ଏପ୍ରିଲରେ ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼ ଏବଂ ୨୫ ଏପ୍ରିଲରେ…

ଆତଙ୍କ ବିରୋଧରେ ଇସ୍ରାଏଲ୍ ଷ୍ଟାଇଲ୍ ଅପରେସନ୍ !

ନୂଆଦିଲ୍ଲୀ: ପହଲଗାମରେ ପର୍ଯ୍ୟଟକଙ୍କୁ ନିର୍ମମ ହତ୍ୟା ପରେ ସାରା ଦେଶରେ ଆତଙ୍କୀଙ୍କୁ ନେଇ ଭୀଷଣ କ୍ରୋଧ । ଆତଙ୍କୀଙ୍କୁ କଳ୍ପନାଠୁ ଅଧିକ ଦଣ୍ଡ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଯେଉଁମାନେ ଆକ୍ରମଣ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରି ଦଣ୍ଡ ଦିଆଯିବ ବୋଲି ମୋଦି…

କରାଚି ଉପକୂଳରେ କ୍ଷେପଣାସ୍ତ୍ର ପରୀକ୍ଷା କରିବ ପାକିସ୍ତାନ

ଇସଲାମବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହିତ ଉତ୍ତେଜନା ମଧ୍ୟରେ ପାକିସ୍ତାନ ଏକ ବଡ଼ ଘୋଷଣା କରିଛି । ପାକିସ୍ତାନ ୨୪-୨୫ ଏପ୍ରିଲରେ ଆରବ ସାଗରର ତା'ର ସାମୁଦ୍ରିକ ଅଞ୍ଚଳରେ କରାଚି ଉପକୂଳରେ ଏକ ଭୁପୃଷ୍ଠରୁ ଭୁପୃଷ୍ଠ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଛି । ପାକିସ୍ତାନ ମଧ୍ୟ…

ଶୋଷରେ ଛଟପଟ ହେବ ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାର ମୁହଁତୋଡ୍ ଜବାବ । ପାକିସ୍ତାନ ଉପରେ ଭାରତର ସିନ୍ଧୁ ଷ୍ଟ୍ରାଇକ୍ । ସିନ୍ଧୁ ଚୁକ୍ତି ରଦ୍ଦ କରିବା ପରେ ପାଣି ପାଇଁ କଲବଲ ହେବ ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ୧୯୬୦ରେ ସିନ୍ଧୁ ନଦୀ ଜଳ ଚୁକ୍ତି ଲାଗୁ ହୋଇଥିଲା । ସିନ୍ଧୁ ନଦୀକୁ ପାକିସ୍ତାନର…

ଅନଲାଇନ ସପିଂ ହେବ ସହଜ ; ଏଣିକି ChatGPTରେ ସିଧାସଳଖ କରିହେବ ସପିଂ !

ନୂଆଦିଲ୍ଲୀ: ଚାଟଜିପିଟି(ChatGPT)କୁ ଏପରି ଭାବରେ ତିଆରି କରାଯାଉଛି ଯାହା ଆପଣଙ୍କୁ ଅନଲାଇନ ସପିଂରେ ମଧ୍ୟ ସାହାଯ୍ୟ କରିବ। ଏହି ଫିଚର ଆସିବା ପରେ, ୟୁଜରମାନେ ଚାଟଜିପିଟି ଚାଟ୍ ୱିଣ୍ଡୋରେ ସିଧାସଳଖ ପ୍ରଡକ୍ଟ ବ୍ରାଉଜ୍ କରିପାରିବେ, ଏବଂ ଚାଟ୍ ମଧ୍ୟରେ ସେଗୁଡ଼ିକୁ ତୁଳନା କରିପାରିବେ ଏବଂ…

ବଡ଼ ଷଡ଼ଯନ୍ତ୍ର: ସୀମାରେ ଲୁଚିଛନ୍ତି ୨ ହଜାର ନକ୍ସଲ, ୧୦ ହଜାର ଯବାନ ମୁତୟନ

ହାଇଦ୍ରାବାଦ: ତେଲଙ୍ଗାନାର ମୁଲୁଗୁ ଜିଲ୍ଲା କାରେଗୁଟା ପାହାଡ଼ରେ ଲୁଚି ରହିଛନ୍ତି ପ୍ରାୟ ୨ ହଜାର ନକ୍ସଲ। ଏହି ସୂଚନା ପାଇବା ପରେ ସିଆର୍‌ପିଏଫ୍‌ ତରଫରୁ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି। ପ୍ରାୟ ୧୦ ହଜାର ଯବାନଙ୍କୁ କାରେଗୁଟାରେ ମୁତୟନ କରାଯାଇଛି। ହେଲିକପ୍‌ଟର୍‌ ଏବଂ ଡ୍ରୋନ୍‌ର…

ପହଲଗାମ ଆତଙ୍କବାଦୀ ଆକ୍ରମଣ; ୧୨ ଲକ୍ଷ ଆଡଭାନ୍ସ ବୁକିଂ ବାତିଲ କଲେ ପର୍ଯ୍ୟଟକ

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପର୍ଯ୍ୟଟକମାନେ ନିଜ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡିଛନ୍ତି।ଯାହା ଫଳରେ ପର୍ଯ୍ୟଟକଙ୍କ ଦ୍ୱାରା କରାଯାଇଥିବା ୧୨ ଲକ୍ଷ ଆଡଭାନ୍ସ ବୁକିଂ ବାତିଲ କରାଯାଇଛି। କାଶ୍ମୀର ହୋଟେଲ ଏବଂ ରେଷ୍ଟୁରାଣ୍ଟ ସଂଘର ସଭାପତି ବାବର ଚୌଧୁରୀ ଏନେଇ…

ପହେଲଗାମର ଘଟଣା, ବଲୁଚିସ୍ତାନର ପ୍ରତିଶୋଧ; ଯାହା କରିବା କଥା ଭାରତ କରୁ: ପିଓକେର ଫର୍ଜି ପିଏମ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ପ୍ରଧାନମନ୍ତ୍ରୀ ବୋଲି କୁହାଯାଉଥିବା ଚୌଧୁରୀ ଅନୱରୁଲ ହକ୍ ଭାରତ ବିରୋଧରେ ବିଷ ଓଗାଳିଛନ୍ତି। ଏହା ମଧ୍ୟ ସ୍ୱୀକାର କରାଯାଇଛି ଯେ ଏହି ଆକ୍ରମଣର ଷଡ଼ଯନ୍ତ୍ର ପାକିସ୍ତାନରେ ରଚିତ ହୋଇଥିଲା। ଗୁରୁବାର ଏକ…

ପାକିସ୍ତାନ କଳାକାର କାମ କରୁଥିବା ଏହି ବଲିଉଡ ପିଲ୍ମ ରିଲିଜ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଅଭିନେତ୍ରୀ ବାନି କପୁର ଓ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଅଭିନୀତ ଆଗାମୀ ଫିଲ୍ମ 'ଅବୀର ଗୁଲାଲ' ଯାହା ମେ ମାସ ୯ ତାରିଖରେ ରିଲିଜ୍ ହେବାର ଥିଲା ତାହା ଉପରେ ଏବେ ଲାଗିଲା ପ୍ରତିବନ୍ଧକ । ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ (FWICE) ପାକିସ୍ତାନୀ…

ଏନଆଇଟି ଗବେଷକଙ୍କ ସଫଳତା; ଫୁଲର ଅଳିଆରୁ ବାୟୋଡିଗ୍ରେଡେବଲ୍ ପ୍ୟାକେଜିଂର ବିକଳ୍ପ ବିକଶିତ

ରାଉରକେଲା: ରାଉରକେଲା ଏନ୍‌ଆଇଟି ଅନୁଷ୍ଠାନର ଏକ ଗବେଷକ ଦଳ ଫୁଲ ଅଳିଆରୁ ବାୟୋଡିଗ୍ରେଡେବଲ୍ ପ୍ୟାକେଜିଂର ବିକଳ୍ପ ବିକଶିତ କରିଛନ୍ତି। ଗବେଷଣା କ୍ଷେତ୍ରରେ ରାଉରକେଲା ଏନ୍‌ଆଇଟିକୁ ଆଉ ଏକ ଉପଲବ୍ଧି । ରସାୟନ ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ରାଜ କିଶୋର ପଟେଲଙ୍କ ମାର୍ଗଦର୍ଶନରେ…