Latest Odisha News

BREAKING NEWS

ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା, ଜାଣନ୍ତୁ କେଉଁମାନେ ପାଇବେ…

ଭୁବନେଶ୍ୱର: ସୁଭଦ୍ରା ଟଙ୍କାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ରାଶି ଏହି ସପ୍ତାହ ମଧ୍ୟରେ ୪.୫୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ବୋଲି ସେ କହିଛନ୍ତି। ମୋଟ ୪,୫୭,୬୮୧ ଜଣ ହିତାଧିକାରୀ ଏହି ରାଶି…

ବାଲି ମାଫିଆଙ୍କ କବଜାରେ ବୈତରଣୀ ନଦୀ, ବିଭାଗୀୟ ତଦନ୍ତ କରାଯିବ କହିଲେ ଜିଲ୍ଲାପାଳ…

ଭଦ୍ରକ: ବେଆଇନ ବାଲି ମାଫିଆଙ୍କୁ ସାବାଡ଼ କରି ସେମାନଙ୍କ ଉପରେ ଦୁଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସତେ ଯେମିତି ଫୁ କରି ଉଡେଇ ଦେଉଛନ୍ତି ବିଭାଗୀୟ ଅଧିକାରୀମାନେ । ବନ୍ୟା ପ୍ରଭାବିତ ଅଞ୍ଚଳ…

ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, କାଲିଠୁ ସ୍ଵାଭାବିକ ଓପିଡି ସେବା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଗୁରୁବାର ସାରା ଓଡ଼ିଶାରେ ଆନ୍ଦୋଳନରତ ଡାକ୍ତରମାନେ ନିଜ ଆନ୍ଦୋଳନରୁ ଓହରିଛନ୍ତି। ଯାହା ଫଳରେ କାଲିଠୁ ସ୍ଵାଭାବିକ ଭାବେ ଚାଲିବ ଓପିଡି ସେବା। ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (ଓମସା) ଅଧୀନରେ ବିଭିନ୍ନ ଦାବି ନେଇ ସରକାରୀ…

ଓଡିଶା, ଓଡ଼ିଆ ଆଉ ଓଡିଶୀର ଅଭୂତପୂର୍ବ ସଙ୍ଗମ ହେଉଛନ୍ତି ଗୁରୁଶ୍ରୀ କେଳୁଚରଣ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପଦ୍ମ ବିଭୂଷଣ ଗୁରୁ ସ୍ବର୍ଗତ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଠାରେ ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ…

ହୋମଗାର୍ଡ ନିଯୁକ୍ତିରେ ପାତର ଅନ୍ତର ଅଭିଯୋଗ ଆଣି ଭଦ୍ରକ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତିର ଫାଇନାଲ ଲିଷ୍ଟ ଗତକାଲି ରାତିରେ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ନ ଥିବା ଛାତ୍ରଛାତ୍ରୀ ମାନେ ଆଜି ଭଦ୍ରକ ଆରକ୍ଷୀ ଅଧକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନୀ କରିଛନ୍ତି ।…

ଜଳୁଛି ବରଫ ପାହାଡ଼…

ନୂଆଦିଲ୍ଲୀ: ୟୁରୋପର ଏକ ପର୍ବତ ମାଉଣ୍ଟ ଏଟନାରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଯେଉଁଠାରେ ପାହାଡ଼ ଉପରେ ଥିବା ବରଫରେ ନିଆଁ ଲାଗିଯାଇଛି। ଇଟାଲୀୟ ଅଞ୍ଚଳର ସିସିଲିରେ ଥିବା ମାଉଣ୍ଟ ଏଟନା ଏକ ସକ୍ରିୟ ଜ୍ୱାଳାମୁଖୀ। ଯେଉଁଠାରେ ଲାଲ ଲାର୍ଭାର ବିସ୍ଫୋରଣ ଶହ ଶହ ଫୁଟ ଉପରକୁ ଉଠିଥିଲା।…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ

ସିଡନୀ: ଆଶେସ ସିରିଜରେ ଅଷ୍ଟ୍ରେଲିଆ ଜବରଦସ୍ତ ପ୍ରଦର୍ଶନ କରି ଇଂଲଣ୍ଡକୁ୪-୧ ହରାଇ ଦେଇଛି । ଏଥିସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଅଷ୍ଟ୍ରେଲିଆ ତାର ସ୍ଥିତି ମଜଭୁତ କରିଥିବା ବେଳେ ଭାରତ ଓ ଇଂଲଣ୍ଡ ଖରାପ ସ୍ଥିତିରେ ରହିଛନ୍ତି । ଅଷ୍ଟ୍ରେଲିଆ ୮ ମ୍ୟାଚରୁ ୭ରେ ବିଜୟ ହାସଲ କରିଛି । ୮୭.୫୦…

ଓଡ଼ିଶାର ୩ କୋର୍ଟକୁ ବୋମା ଧମକ: ସମ୍ପୃକ୍ତ ଅପରାଧୀଙ୍କୁ ଖୋଜିବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ୩ଟି ଜିଲ୍ଲା ସମ୍ବଲପୁର, କଟକ ଓ ଦେବଗଡ ଆଦି ବିଭିନ୍ନ ସ୍ଥାନର ଜିଲ୍ଲାସ୍ତରୀୟ କୋର୍ଟକୁ ବୋମା ଧମକ ମିଳିଛି । ଏହି ଖବର ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ କରି ଏହାର ସତ୍ୟାସତ୍ୟ ଅନୁସନ୍ଧାନ…

ଜାନୁଆରି ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଲୋକଭବନ ଉଦ୍ୟାନ

ଭୁବନେଶ୍ୱର: ଜାନୁଆରି ୧୦ରୁ ୨୦ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଲୋକଭବନ ଉଦ୍ୟାନ। ଯାହାକୁ ରାଜଭବନ ଉଦ୍ୟାନ ମଧ୍ୟ କୁହାଯାଏ। ଲୋକଭବନ ଉଦ୍ୟାନ ଏବଂ ଅଟଳ ବନ ଖୋଲିବା ଦ୍ୱାରା ବହୁ ଜନସମାଗମ ହେବ ବୋଲି ଆଶା କରାଯାଉଛି। ତେବେ ସାଧାରଣ ଜନତାଙ୍କ ପାଇଁ ପରିଦର୍ଶନ ସମୟ ପ୍ରତିଦିନ…

ଆଶେସ ସିରିଜ: ଇଂଲଣ୍ଡକୁ ୪-୧ରେ ହରାଇଲା ଅଷ୍ଟ୍ରେଲିଆ

ସିଡନୀ:ଏଠାରେ ଅନୁଷ୍ଠିତ ୫ମ ଟେଷ୍ଟରେ ଅଷ୍ଟ୍ରେଲିଆ ୫ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ୪-୧ରେ ଆଶେସ ସିରିଜ ହାତେଇଛି । ଇଂଲଣ୍ଡ ଅନ୍ତିମ ଦିବସରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଯାହାକୁ ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ହାସଲ କରି ନେଇଥିଲା । ମେଲବୋର୍ଣ୍ଣରେ କେବଳ ଇଂଲଣ୍ଡ…