Latest Odisha News

BREAKING NEWS

ମୋ ଡିକ୍ସନାରୀରେ ‘ଡର’ ନାମକ କୌଣସି ଶବ୍ଦ ନାହିଁ…

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚମ ତଥା ଅନ୍ତିମ ଟି-୨୦ ମୁକାବିଲାରେ ଭାରତୀୟ ଦଳ ପରାଜୟର ସାମ୍ନା କରିଥିଲେ ମଧ୍ୟ ସିରିଜ୍ ୩-୨ ବ୍ୟବଧାନରେ ନିଜ ନାମରେ କରିଛି । ଏହି ସିରିଜ୍ ବିଜୟ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ (କୋଚ୍) ଗୌତମ ଗମ୍ଭୀର ସମାଲୋଚକମାନଙ୍କୁ କଡା ଜବାବ ଦେଇଛନ୍ତି…

ରାତି ଅଧରେ ଘରେ ପଶି ଦମ୍ପତିଙ୍କୁ ହତ୍ୟା, ପୁଅ ଗୁରୁତର

ଓର୍କେଲ: ଘରେ ପଶି ଏକ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା । ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଏମଭି-୩୬ ଗ୍ରାମରେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା । ରବିବାର ଭୋର ପ୍ରାୟ ୩ଟା ସମୟରେ ଜଣେ ଦୁର୍ବୃତ୍ତ ଘରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ…

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଖେଳି ନ ପାରନ୍ତି ପନ୍ତ

ନୂଆଦିଲ୍ଲୀ: ଭାରତୀୟ ୱିକେଟ୍‌କିପର-ବ୍ୟାଟ୍‌ମ୍ୟାନ୍ ଋଷଭ ପନ୍ତ ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ସିରିଜ୍‌ର ଶେଷ ତଥା ତୃତୀୟ ଅନଅଫିସିଆଲ୍ ଟେଷ୍ଟ ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି । ଆଗାମୀ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିନିୟର ଟେଷ୍ଟ ସିରିଜ୍ ପୂର୍ବରୁ ସେ ପ୍ରଶିକ୍ଷଣ (ଟ୍ରେନିଂ) ଆରମ୍ଭ କରିସାରିଛନ୍ତି,…

ଶେଷ ଟି୨୦ ମ୍ୟାଚରେ ହାରି ମଧ୍ୟ ସିରିଜ ଜିତିଲା ଟିମ ଇଣ୍ଡିଆ

ହ୍ୟାମିଲ୍ଟନ୍: ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମୁକାବିଲାରେ ଭାରତୀୟ ଦଳ ୭ ୱିକେଟ୍‌ରେ ପରାସ୍ତ ହୋଇଛି । ହ୍ୟାମିଲ୍ଟନ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କିୱି ଟିମ୍ ବିଜୟୀ ହୋଇଥିଲେ ହେଁ, ପୂର୍ବରୁ ପ୍ରଥମ ତିନୋଟି ମ୍ୟାଚ୍ ଜିତି ଭାରତୀୟ ଦଳ ୩-୨ ବ୍ୟବଧାନରେ ସିରିଜ୍ ନିଜ…

ହକି ଖେଳାଳି ସୁନେଲିତା ଟପ୍ପୋ ପାଇବେ ୩୪ତମ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ହକି ଖେଳାଳି ସୁନେଲିତା ଟପ୍ପୋଙ୍କୁ ପ୍ରତିଷ୍ଠିତ ୩୪ତମ ଏକଲବ୍ୟ ପୁରସ୍କାର ୨୦୨୬ ପାଇଁ ମନୋନୀତ କରାଯାଇଛି । ହକି କ୍ଷେତ୍ରରେ ଜଣେ ଉଦୀୟମାନ ପ୍ରତିଭା ସୁନେଲିତା ଟପ୍ପୋ କ୍ରୀଡ଼ାରେ ତାଙ୍କର ଅସାଧାରଣ ପ୍ରଦର୍ଶନ ଏବଂ ସଫଳତା ପାଇଁ ଏହି ସ୍ୱୀକୃତି ଲାଭ କରିଛନ୍ତି । ଏହି…

ଇଣ୍ଡିଆସ୍ପୋରାର ଚେତାବନୀ; H-1B ଧାରକଙ୍କୁ ହଇରାଣ କରିବା ଆମେରିକା ପାଇଁ ଆଣିବ ଆର୍ଥିକ ବିପର୍ଯ୍ୟୟ

ନୂଆଦିଲ୍ଲୀ: ଆମେରିକାରେ ଏବେ ନିର୍ବାଚନ ପ୍ରକ୍ରିୟା ଚାଲିଛି । ଏହି ସମୟରେ କିଛି ଲୋକ ଭାରତ ବିରୋଧୀ ବୟାନ ଦେଉଛନ୍ତି ଏବଂ H-1B ଭିସା ଉପରେ ନିୟମ କଡ଼ାକଡ଼ି କରିବା ବିଷୟରେ ଆଲୋଚନା ହେଉଛି । ଇଣ୍ଡିଆସ୍ପୋରା ଚେତାବନୀ ଦେଇଛି ଯେ H-1B ଭିସା ଧାରକଙ୍କୁ ଟାର୍ଗେଟ କରିବା ଦ୍ୱାରା ଆମେରିକା…

Cyclone Murasu alert: ‘ମୁରାସୁ’ର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି; ୧୫୦ ଭୂସ୍ଖଳନ ସ୍ପଟ୍ ଚିହ୍ନଟ,…

ଭୁବନେଶ୍ବର:ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ବଢ଼ିଲା ଚିନ୍ତା। ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ‘ମୁରାସୁ’ ନାମକ ଏକ ବାତ୍ୟାରେ ପରିଣତ ହୋଇଛି । ଆସନ୍ତାକାଲି ସୁଦ୍ଧା ଏହା ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ତେବେ ଏହାର ମୁକାବିଲା ନେଇ ଗତକାଲି…

Free Chicken to Voters: ଭୋଟର ସ୍ଲିପ୍ ଦେଖାଅ, ମାଗଣାରେ ନିଅ ୧ କିଲୋ ଚିକେନ୍! ଭୋଟ୍ ପାଇଁ ପ୍ରାର୍ଥୀଙ୍କ ଅଜବ…

ନେଲ୍ଲୋର: ଭୋଟ୍ ଦିଅ, ଟଙ୍କା ନିଅ! ଭୋଟର ସ୍ଲିପ୍ ଦେଖାଅ, ମାଗଣାରେ ଚିକେନ୍ ନିଅ! ନିର୍ବାଚନରେ ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଏମିତି ଅଜବ ଅଫର୍ ଦେଇ ଚର୍ଚ୍ଚାରେ ଆନ୍ଧ୍ରପ୍ରଦେଶର ପ୍ରାର୍ଥୀ। ମ୍ୟୁନିସିପାଲିଟି ନିର୍ବାଚନରେ ଭୋଟ୍ ହାତେଇବା ପାଇଁ କେଉଁଠି ଟଙ୍କା ବଣ୍ଟା ଚାଲିଛି ତ ଆଉ…

PET ପରୀକ୍ଷାରେ ଅଜବ କପି; ସାନିଟାରୀ ପ୍ୟାଡରେ ଡିଭାଇସ୍ ଲୁଚାଇଥିଲେ ପୁରୁଷ ପରୀକ୍ଷାର୍ଥୀ

ଝାନ୍ସୀ: ସାନିଟାରୀ ପ୍ୟାଡ଼ରେ ଲୁଚାଇ କପି କରୁଥିବା ବେଳେ ଧରାପଡ଼ିଲେ ପୁରୁଷ ପରୀକ୍ଷାର୍ଥୀ । ଉତ୍ତର ପ୍ରଦେଶ ଝାନ୍ସିରୁ ଏଭଳି ହାଇଟେକ୍ ମାମଲା ସାମ୍ନାକୁ ଆସିଛି । ଶୁକ୍ରବାର ୟୁପିଏସଏସସି ପିଇଟି ପରୀକ୍ଷାର ଦ୍ୱିତୀୟ ସିଫ୍ଟ ଝାନ୍ସିର ନ୍ୟାସନାଲ ହାଫିଜ୍ ସିଦ୍ଦିକି ଇଣ୍ଟର କଲେଜରେ ଚାଲିଥିବା…