Latest Odisha News

BREAKING NEWS

ରାଜ୍ୟରେ ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କାୟା ବିସ୍ତାର କରୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଥିବାବେଳେ,…

ରାଜସ୍ୱ ସେବାରେ ପରିବର୍ତ୍ତନଶୀଳ ବଦଳ ଆଣିବାର ସମୟ ଆସିଛି: ମନ୍ତ୍ରୀ

ଭୁବନେଶ୍ବର: ବୁଧବାର ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀ ସମ୍ମିଳନୀରେ ଯୋଗଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ‘ନାଗରିକ ପ୍ରଥମ’ ସେବା, ଭୂମିହୀନତା ସମସ୍ୟାର ସମାଧାନ ଏବଂ ‘ଓଡ଼ିଶା ଭିଜନ ୨୦୩୬-୨୦୪୭’ ଦଲିଲକୁ ଗୁରୁତ୍ୱ ଦେଇ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଜୋର ଦେଇଥିଲେ । ସେ ରାଜସ୍ୱ…

ପୁଣି ବିଦେଶ ନାଗରିକଙ୍କ ପାଇଁ ଆମେରିକାରେ କଟକଣା, ୧୨ଟି ଦେଶର ଲୋକଙ୍କୁ ୟୁଏସରେ ନୋଏଣ୍ଟ୍ରି

ୱାଶିଂଟିନ: ପୁଣି ବିଦେଶ ନାଗରିକଙ୍କ ପାଇଁ ଆମେରିକାରେ କଟକଣା। ୧୨ଟି ଦେଶର ନାଗରିକଙ୍କୁ ଆମେରିକା ପ୍ରବେଶ ମନା। ଏନେଇ ନୂଆ ଘୋଷଣାପତ୍ର ଜାରି କଲା ଟ୍ରମ୍ପ୍ ପ୍ରଶାସନ। ଆମେରିକାର ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ରହିଛି। ତେବେ ଏହି ଦେଶଗୁଡିକ ହେଉଛି…

ଆଜି ଗଙ୍ଗା ଦଶହରାରେ ଦୁର୍ଲଭ ଯୋଗ ; ବଦଳିବ ଏହି ୩ ରାଶିଙ୍କ ଭାଗ୍ୟ

ଭୁବନେଶ୍ବର: ୨୦୨୫ ମସିହାରେ ପବିତ୍ର ଗଙ୍ଗା ଦଶହରାର ପର୍ବ ୫ ଜୁନ୍ (ଗୁରୁବାର) ଦିନ ପାଳିତ ହେବ। ଏହି ବିଶେଷ ଦିନରେ ଭକ୍ତମାନେ ପବିତ୍ର ଗଙ୍ଗା ନଦୀରେ ଆସ୍ଥାର ବୁଡ଼ ପକାଇଥାନ୍ତି। ବିଶ୍ୱାସ କରାଯାଏ ଯେ, ଏହି ଦିନ ମାତା ଗଙ୍ଗା ପୃଥିବୀରେ ଅବତରଣ କରିଥିଲେ। ତେବେ ଏହି ଦିନରେ ଅନେକ ଦୁର୍ଲଭ…

ବିବାହ ବନ୍ଧନରେ ବାନ୍ଧି ହେଲେ ହିନା ଖାନ

ମୁମ୍ବାଇ: ଟିଭି ଅଭିନେତ୍ରୀ ହିନା ଖାନ ତାଙ୍କ ପ୍ରେମିକ ରକି ଜୟସୱାଲଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହିନା ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଫଟୋରେ ଉଭୟ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ହିନା ଏବଂ ରକି ପରିବାର ଓ ନିକଟତମ…

୩୫ ହଜାର ବଦଳରେ ୨ରୁ ୩ ଲକ୍ଷ ଲୋକଙ୍କ ଗହଳି; ଆରସିବିର ବିଜୟ ଉତ୍ସବରେ ଦଳାଚକଟାକୁ ନେଇ ମୁଖ୍ୟମନ୍ତ୍ରୀ… 

ନୂଆଦିଲ୍ଲୀ: ଦୀର୍ଘ ୧୮ ବର୍ଷ ର ଅପେକ୍ଷା ପରେ ଆଇପିଏଲ ରେ  ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପ୍ରଥମ ବିଜୟ ହାସଲ କରିଛି। ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ସେଲିବ୍ରେଟ କରିଛନ୍ତି କ୍ରିକେଟର। https://youtu.be/5x9rwayf1yQ?si=boESIY_QGAl-qiNe ତେବେ…

ସ୍ୱାଧୀନତା ଅର୍ଥ ସେନାକୁ ଅପମାନ କରିବା ନୁହେଁ: ଆଲ୍ହାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଭାରତୀୟ ସୈନିକଙ୍କ ବିଷୟରେ ଅପମାନ ଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। ଏହାକୁ ନେଇ ବୁଧବାର ଆଲ୍ହାବାଦ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି। ଲକ୍ଷ୍ନୌ କୋର୍ଟ ଦ୍ୱାରା ରାହୁଲଙ୍କ…

ପ୍ରଦେଶ ଛାତ୍ର କଂଗ୍ରେସର ଗ୍ରୀନ୍ ୟୁନିଭରସିଟି ରିଭଲ୍ୟୁସନ କାର୍ଯ୍ୟକ୍ରମର ଶୁଭାରମ୍ଭ; ଲାଗିବ ୧୦ଲକ୍ଷ ବୃକ୍ଷ

ଭୁବନେଶ୍ଵର: ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଦ୍ବାରା ଦେଖାଯାଇଥିବା ଅନେକ ପ୍ରାକୃତିକ ବିପର୍ଯ୍ୟୟ ଯଥା ବାତ୍ୟା, ବନ୍ୟା, ବଜ୍ରଘାତ ଓ ଭୂସ୍ଖଳନକୁ ଏଡାଇବା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତାକୁ ଦୃଷ୍ଟି ଆଗରେ ରଖି ପ୍ରଦେଶ ଛାତ୍ର କଂଗ୍ରେସ ଦ୍ବାରା ଗ୍ରୀନ୍ ୟୁନିଭରସିଟି ରିଭଲ୍ୟୁସନ…

କୂଲଦୀପଙ୍କ ସହ ବଂଶିକାଙ୍କ ନିର୍ବନ୍ଧ ସମ୍ପନ୍ନ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ଭାରତୀୟ କ୍ରିକେଟ ଟିମର ଅଭିଜ୍ଞ ସ୍ପିନର କୂଲଦୀପ ଯାଦବ ସେ ଭଳି ଖାସ ପ୍ରଦର୍ଶନ କରିପାରି ନାହାନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା କୂଲଦୀପ ୧୪ ମ୍ୟାଚରେ ୨୪.୦୬ ଆଭରେଜରେ ୧୫ ୱିକେଟ ଅକ୍ତିଆର କରିଥିଲେ । ଆଇପିଏଲର ଉତେଜନାପୂର୍ଣ୍ଣ ପରିବେଶ ଅବସରରେ…

ଢେଙ୍କାନାଳରେ ୩୦୮ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳ ଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିସହିତ ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ…