New Labour Codes: ଶ୍ରମ ଆଇନ ଇତିହାସରେ ସବୁଠୁ ବଡ଼ ସଂସ୍କାର: ଅମିତ ଶାହ
ନୂଆଦିଲ୍ଲୀ: ନୂତନ ଶ୍ରମ ସଂହିତାର ଦେଶବ୍ୟାପୀ କାର୍ଯ୍ୟକାରିତା ପାଇଁ ସମସ୍ତ ଶ୍ରମିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଲାଗୁ ହୋଇଥିବା ଏହି ସଂହିତାଗୁଡ଼ିକ ଶ୍ରମ ଆଇନ ଇତିହାସରେ ସବୁଠାରୁ ବଡ଼ ସଂସ୍କାରର ପ୍ରତିନିଧିତ୍ୱ…