Odisha Vigilance: ୫ ହଜାର ଲାଞ୍ଚ ନେଇ ଧରା ପଡିଲେ ପିଇଓ
କୋରେଇ:ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅଧୀନ କଚରାସାହି ଗ୍ରାମପଞ୍ଚାୟତର ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର (ପିଇଓ) ପ୍ରଫୁଲ୍ଲ କୁମାର ନାଥ ଅନ୍ତ୍ୟୋଦୟ ଗୃହ ଯୋଜନାର ଫାଇନାଲ ବିଲ କରାଇ ଦେବା ପାଇଁ ନେଉଥିଲେ ୫ ହଜାର ଟଙ୍କା ;ଏତିକିବେଳେ ମାଡି ବସିଲା ଓଡ଼ିଶା ଭିଜିଲାନ୍ସ ।
ଜଣେ ଗରିବ…