Latest Odisha News

BREAKING NEWS

Jharpada Jail: ଝାରପଡ଼ା ଜେଲ୍‌ର ୭ କଏଦୀ ଅସୁସ୍ଥ,ଆଇସିୟୁରେ ୩: ନିଶାସେବନ କରିବାରୁ ଅସୁସ୍ଥ ହୋଇ ପଡ଼ିଥିବା…

ଭୁବନେଶ୍ବର:ଝାରପଡ଼ାସ୍ଥିତ ସ୍ୱତନ୍ତ୍ର ଜେଲ୍‌ ରେ ହଠାତ୍ କିଛି କଏଦୀ ଅସୁସ୍ଥ ହୋଇପଡିଛନ୍ତି । ମଙ୍ଗଳବାର ରାତିରେ ଅସୁସ୍ଥ କଏଦୀମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା ସନ୍ଦେହ । ସୂଚନାଥାଉକି, ୭ଜଣ କଏଦୀ ଗୁରୁତର…

ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡି, ଭୁବନେଶ୍ବରରେ ପହଞ୍ଚିଲା ୫ ଶ୍ରମିକଙ୍କ ମୃତଦେହ, ଶ୍ରଦ୍ଧାଞ୍ଜଳୀ ଦେଲେ…

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ୫ ଜଣ ଶ୍ରମିକଙ୍କ ମୃତ ଦେହ। ତାମିଲନାଡୁ ଅମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଭୁବନେଶ୍ୱର କାର୍ଗୋ ବିମାନ ବନ୍ଦରରେ ପହଞ୍ଚିଲା। ସ୍ୱତନ୍ତ୍ର ବିମାନ ଯୋଗେ ୫ ମୃତ ଶ୍ରମିକଙ୍କ ପାର୍ଥିବ ଶରୀର…

JSW ଷ୍ଟିଲ୍‌ର ଓଡ଼ିଶା ଖଣି ବିଭାଗକୁ ଶ୍ରେଷ୍ଠ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର: JSW ଷ୍ଟିଲ୍‌ର ଓଡ଼ିଶା ଖଣି ବିଭାଗକୁ କୋଲକାତାରେ ଅନୁଷ୍ଠିତ ଖଣିଜ ଏବଂ ଖଣି କନକ୍ଲେଭର ଚତୁର୍ଥ ସଂସ୍କରଣରେ ସମ୍ମାନିତ କରାଯାଇଛି, ଯାହା ଆସୋସିଏଟେଡ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ (ASSOCHAM) ପୂର୍ବାଞ୍ଚଳ ଦ୍ୱାରା ଆୟୋଜିତ ହୋଇଛି। ପରିବେଶ ଏବଂ…

ପଦ୍ମ ଭୂଷଣରେ ସମ୍ମାନିତ ହେଲେ ଅଲକା ୟାଗ୍ନିକ, କେଉଁ ବିରଳ ରୋଗରେ ପୀଡ଼ିତ ଅଛନ୍ତି ସିଙ୍ଗର?

ନୂଆଦିଲ୍ଲୀ: ଚାରି ଦଶନ୍ଧି ଧରି ଭାରତୀୟ ସଙ୍ଗୀତ ଏବଂ ପ୍ଲେବ୍ୟାକ୍ ସିଙ୍ଗର୍ ଜଗତରେ ସର୍ବୋଚ୍ଚ ରାଜତ୍ୱ କରିଥିବା ପ୍ରବୀଣ ଗାୟିକା ଅଲକା ୟାଗ୍ନିକଙ୍କୁ ଦେଶର ପ୍ରତିଷ୍ଠିତ ନାଗରିକ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି। ଅଲକା ୟାଗ୍ନିକ (Alka Yagnik) ବଲିଉଡର ଜଣେ ସୁପ୍ରସିଦ୍ଧ ଓ…

ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ଫସିଲେ କି ଅଭିଷେକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅଭିଷେକ ପୋରେଲଙ୍କ ବିରୋଧରେ ଜଣେ ମହିଳା ସାଂଘାତିକ ଅଭିଯୋଗ ଆଣିଛନ୍ତି । ଆଇପିଏଲରେ ଅଭିଷେକ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳନ୍ତି । କର୍ଣ୍ଣାଟକର ଜଣେ ମେଡିକାଲ ଷ୍ଟୁଡେଂଟ ଅଭିଯୋଗ କରିଛନ୍ତି ଯେ, ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ଅଭିଷେକ ତାଙ୍କ ସହିତ…

ମତ୍ସ୍ୟଜୀବୀଙ୍କ ପାଇଁ ଆରମ୍ଭ ହେବ ‘ଲେଟର ଅଫ୍ ଅଥରାଇଜେସନ୍’

ଭୁବନେଶ୍ୱର: ଦୂର ତଥା ଗଭୀର ସମୁଦ୍ର ଅଞ୍ଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ନିମନ୍ତେ କେନ୍ଦ୍ର ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଯୋଜନା ଆସନ୍ତା ଜୁଲାଇ ୯ ତାରିଖରେ ଓଡ଼ିଶାର ଓୟୁଏଟିର ଏକ କାର୍ଯ୍ୟକ୍ରମରେ ଶୁଭାରମ୍ଭ ହେବ। ଦୂର ତଥା ଗଭୀର ସମୁଦ୍ର ଅଂଚଳରେ ମତ୍ସ୍ୟ ସମ୍ପଦର…

‘ହିଟ୍‌ମ୍ୟାନ୍’ ରୋହିତ ଶର୍ମାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତ ପାଇଁ ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ। ‘ହିଟ୍‌ମ୍ୟାନ୍’ ରୋହିତ ଶର୍ମାଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ ପ୍ରଦାନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କ୍ରିକେଟ୍ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଏବଂ ତାଙ୍କ ନେତୃତ୍ୱରେ…

କେକେଆର ପକ୍ଷରୁ ଖେଳି ପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା !

ମୁମ୍ବାଇ: ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ଖରାପ ପ୍ରଦର୍ଶନ ଜାରୀ ରଖିଛି । ଫ୍ରାଂଚାଇଜ ଓ ଟିମ ମ୍ୟାନେଜମେଂଟ ଏ ନେଇ ହାର୍ଦ୍ଦିକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଏପରିକି ସାଥୀ ଖେଳାଳିମାନେ ମଧ୍ୟ ତାଙ୍କୁ ଉପଯୁକ୍ତ ସହଯୋଗ କରୁ ନ…

୬୫ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ, ୩ ଓଡ଼ିଆଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ବଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ ଦିଆଯାଇଛି ପଦ୍ମ ସମ୍ମାନ। ୬୫ ଜଣ ବ୍ୟକ୍ତିତ୍ବଙ୍କୁ ମିଳିଛି ପଦ୍ମ ପୁରସ୍କାର। ସ୍ବତନ୍ତ୍ର ସମାରୋହରେ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ…

ଟି୨୦ ର‌୍ୟାଙ୍କିଙ୍ଗ: ଶ୍ରୀଚରଣୀ ହେଲେ ୧ ନମ୍ବର ବୋଲର

ନୂଆଦିଲ୍ଲୀ: ଚଳିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଅବସରରେ ଭାରତର ଉଦୀୟମାନ ସ୍ପିନର ଶ୍ରୀଚରଣୀ ୧ ନମ୍ବର ବୋଲର ହୋଇଛନ୍ତି । ସେ ଇଂଲଣ୍ଡର ଲିସି ସ୍ମିଥଙ୍କୁ ପଛରେ ପକାଇ ଦେଇଛନ୍ତି । ବିଶ୍ୱକପରେ ୨୧ ବର୍ଷୀୟା ଶ୍ରୀଚରଣୀ ୩ଟି ମ୍ୟାଚରେ ୧୦ଟି ୱିକେଟ ଅକ୍ତିଆର କରିଛନ୍ତି । ଭାରତର ସର୍ବକନିଷ୍ଠ…