SI exam scam: ପୋଲିସ SI ପରୀକ୍ଷା କେଳେଙ୍କାରୀ; ୪ ଜଣଙ୍କୁ ସିବିଆଇ ଜେରା
ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ ଚାରି ଜଣଙ୍କୁ ପଚରାଉଚରା କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)।
ସୂତ୍ର ଅନୁଯାୟୀ ୧୦ ଜଣଙ୍କୁ ସମନ କରାଯାଇଥିଲା, କିନ୍ତୁ ମାତ୍ର ଚାରି ଜଣ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହୋଇଥିଲେ।…