Latest Odisha News

BREAKING NEWS

ସୁଭଦ୍ରା ଟଙ୍କା ଦେଲାନି ବୋଲି ସ୍ତ୍ରୀକୁ ମାରି ବାଡ଼ିପଟେ ପୋତିଦେଲା ସ୍ୱାମୀ !

ଇନ୍ଦିପୁର:ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ। ସ୍ତ୍ରୀକୁ ପିଟି ପିଟି ହତ୍ୟା ପରେ ପାଇଖାନା ଟାଙ୍କିରେ ପୋତି ଦେଇଛି ମଦ୍ୟପ ସ୍ବାମୀ । ଢେଙ୍କାନାଳ ଜିଲ୍ଲା ଇନ୍ଦିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ମହିଳା ଜଣଙ୍କ ଇନ୍ଦିପୁର ଜୁଆଙ୍ଗ…

ହଠାତ୍ ପ୍ରଚୁର ପଇସା ମିଳିବା ମୋତେ ପ୍ରାୟ ନଷ୍ଟ କରି ଦେଇଥିଲା: ରବିନ୍ ଉଥପ୍ପା

ନୂଆଦିଲ୍ଲୀ: କ୍ରିକେଟର ରବିନ ଉଥପ୍ପାଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚାର କାରଣ ସାଜିଛି । ସେ ସ୍ପଷ୍ଟ ଭାବେ ଲେଖିଛନ୍ତି ଆଇପିଏଲ ପଦାର୍ପଣରେ କୋଟି କୋଟି ଟଙ୍କା ମିଳିବା ମୋତେ ନଷ୍ଟ କରି ଦେଇଥିଲା । ଏବେକାର ଯୁବପିଢ଼ୀ ଏଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ୨୦୦୮ରେ ମାତ୍ର ୨୨ ବର୍ଷ…

PG Dentists:ଦନ୍ତ ଚିକିତ୍ସକଙ୍କ ପାଇଁ ୨୦ ହଜାର ପ୍ରୋତ୍ସାହନ ରାଶି ଘୋଷଣା

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକମାନଙ୍କ ପାଇଁ ଏକ ବଡ଼ ପ୍ରୋତ୍ସାହନ ଘୋଷଣା କରାଯାଇଛି। ସରକାରଙ୍କ ନୂତନ ନିଷ୍ପତ୍ତି ଅନୁସାରେ, ଏନଏମସି ଦ୍ୱାରା ସ୍ୱୀକୃତ…

ମହିଳା ବିରୋଧୀ ହିଂସାରେ ଦଣ୍ଡବିଧାନ ହାର ୪୦ରୁ ଅତି କମ୍‌ରେ ୭୫%କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର:ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଭବିଷ୍ୟତର ପୋଲିସିଂ ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରିଛନ୍ତି। ପୋଲିସ ସଂସ୍କାର…

କଲମ୍ବୋ ଟେଷ୍ଟ: ଗମ୍ଭୀର ଏବଂ ଗିଲଙ୍କ ମଧ୍ୟରେ ନିଷ୍ପତ୍ତିକୁ ନେଇ ମତଭେଦ

କଲମ୍ବୋ:  ଭାରତୀୟ ଦଳ ଦୀର୍ଘ ୯ ବର୍ଷ ପରେ ଶ୍ରୀଲଙ୍କା ମାଟିରେ ଟେଷ୍ଟ ସିରିଜ୍ ୧-୦ରେ ଜିତି ଟ୍ରଫି ହାସଲ କରିଛି । ତେବେ କଲମ୍ବୋରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ଥାଇ ମଧ୍ୟ ମ୍ୟାଚ୍ ଡ୍ର' ହେବା ପ୍ରଶଂସକଙ୍କୁ କିଛିଟା ନିରାଶ କରିଛି । ଭାରତ ପ୍ରଥମ ଇନିଂସରେ ୫୦୩/୯…

ଡ୍ରାଭିଡ ଓ ପୂଜାରାଙ୍କ ସ୍ଥାନ ଭରଣା କରିବେ ଦେବଦତ ପାଡିକ୍କଲ

ନୂଆଦିଲ୍ଲୀ: ରାହୁଲ ଡ୍ରାଭିଡ ଓ ଚେତେଶ୍ୱର ପୂଜାରାଙ୍କ ପରେ ଭାରତୀୟ ଟେଷ୍ଟ କ୍ରିକେଟ ଟିମର ୩ ନମ୍ବର ସ୍ଥାନ ପାଇଁ ଉପଯୁକ୍ତ ଖେଳାଳି ମିିଳିପାରୁ ନ ଥିଲେ । ଶ୍ରୀଲଙ୍କା ବିପକ୍ଷ ସିରିଜରେ ଦେବଦତ ପାଡିକ୍କଲ ୨ଟି ଶତକ ମାରି ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି । ଡ୍ରାଭିଡ ଓ ପୂଜାରାଙ୍କ ସ୍ଥାନ…

ଉଷା ପଢ଼ୀଙ୍କ ସହ ଆମେ ଭୁବନେଶ୍ୱରିଆ ପ୍ରତିନିଧିମଣ୍ଡଳର ସାକ୍ଷାତ;୨୦୨୫ ଗେଜେଟ୍ ବିଜ୍ଞପ୍ତି ଅଧୀନରେ ନିୟମିତକରଣ ପାଇଁ…

ଭୁବନେଶ୍ୱର:ଆମେ ଭୁବନେଶ୍ୱରିଆ, ଭୁବନେଶ୍ୱର ଉନ୍ନୟନ ପରିଷଦ, ଜନ ଜାଗରଣ ତଥା ସହଯୋଗୀ ଆବାସିକ କଲ୍ୟାଣ ସମିତି, ହାଉସିଂ ସୋସାଇଟି ଓ ଛୋଟ ବ୍ୟବସାୟୀଙ୍କ ଏକ ପ୍ରତିନିଧିମଣ୍ଡଳ ଆଜି ଗୃହ ଓ ନଗର ବିକାଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପଢ଼ୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ…

Neeraj To Miss Asian Games:ଭାରତ ପାଇଁ ବଡ଼ ଝଟକା: ଡାଇମଣ୍ଡ ଲିଗ୍ ଫାଇନାଲ୍ ଓ ଏସୀୟ କ୍ରୀଡ଼ାରୁ ବାଦ୍ ପଡ଼ିଲେ…

ନୂଆଦିଲ୍ଲୀ:ଭାରତର ଦୁଇଥର ଅଲିମ୍ପିକ୍ ପଦକ ବିଜେତା ତଥା ଷ୍ଟାର୍ ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ସୋସିଆଲ୍ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଚଳିତ ସିଜିନ୍‌ରୁ ଓହରିଥିବା ନେଇ ଘୋଷଣା କରିଛନ୍ତି। ସେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଡାଇମଣ୍ଡ ଲିଗ୍ ଫାଇନାଲ୍ ଏବଂ ଏସୀୟ…

Expired Biscuits: ଅଭିଯୋଗ ପରେ ବି କିଛି ଆକ୍ସନ ନେଲେନି ଅଫିସର, ଜୋର ଜବରଦସ୍ତି ଲୋକେ ଖୁଆଇଲେ ଏକ୍ସପାଏରୀ…

ମୁମ୍ବାଇ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରୁ ଆସିଛି ଏକ ଚର୍ଚ୍ଚିତ ଘଟଣା। ଏକ ପାନ ଦୋକାନରେ ଏକ୍ସପାୟାରୀ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗର ଯାଞ୍ଚ ପାଇଁ ଯାଇଥିବା ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌ (FDA) ଅଧିକାରୀଙ୍କୁ ଲୋକଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡ଼ିଛି।…

Burla Firing:ବିଚ୍‌ ରାସ୍ତାରେ ଗୁଳିମାଡ଼;ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ,ଦୁର୍ବୃତ୍ତ ଅଟକ

ବୁର୍ଲା:ଦୁର୍ବୃତ୍ତଙ୍କ ଗୁଳିରେ ମାଂସ ଦୋକାନୀ ମହମ୍ମଦ୍ ଅନିଶ(୩୬)ଙ୍କର ମୃତ୍ୟୁ। ଦୁର୍ବୃତ୍ତମାନେ ତାଙ୍କୁ ତିନିଟି ଗୁଳି ମାରିଛନ୍ତି। ସମ୍ବଲପୁରର ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି । ମୁଣ୍ଡ, ଛାତି ଓ ପେଟରେ…