କଟକ-ତ୍ରିଶୂଳିଆ ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ
କଟକ: କଟକ ତ୍ରିଶୂଳିଆ ବ୍ରିଜରେ ଏକ ହାଇଭା ଟ୍ରକ୍ ଏକ କାରକୁ ଧକ୍କା ଦେବା ପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।
ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବାରଙ୍ଗା ପୋଲିସ ହାଇଭା ଗାଡ଼ିଟିକୁ ଜବତ କରି…