Latest Odisha News

BREAKING NEWS

ହୋଲି ଖେଳିବାକୁ ଯାଉଥିବା ବେଳେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ୪ ମୃତ

ଫୁଲବାଣୀ: ହୋଲି ଖେଳିବାକୁ ଯାଉଥିବା ବେଳେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜଣେ ମହିଳା ଗୁରୁତର ଅଛନ୍ତି। ମୃତକଙ୍କ…

ଟି୨୦ ବିଶ୍ୱକପରେ ଦ୍ରୁତତମ ଶତକ ମାରିଲେ ଆଲେନ, ଫାଇନାଲରେ ନ୍ୟୁଜିଲାଣ୍ଡ

କୋଲକାତା: ଫିନ ଆଲେନଙ୍କ ବିସ୍ଫୋରକ ଶତକ ବଳରେ ନ୍ୟୁଜିଲାଣ୍ଡ ସମ୍ପୂର୍ଣ୍ଣ ଏକତରଫା ଭାବେ ଦକ୍ଷିଣ ଆଫ୍ରିକାକୁ ହରାଇ ଟି୨୦ ବିଶ୍ୱକପରେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ନ୍ୟୁଜିଲାଣ୍ଡ ଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭେଟିବ…

Puri Srimandir:ବିଶୃଙ୍ଖଳିତ ଆଚରଣ ପାଇଁ ୩ ସେବାୟତଙ୍କୁ କୈଫିୟତ ତଲବ; ଅଫିସରଙ୍କୁ ଦୁର୍ବ୍ୟବହାର…

ପୁରୀ: ଗତ ୨୮ ଫେବୃଆରୀ ତାରିଖରେ ସେବାପୂଜାରେ ବିଳମ୍ବ, ଡ୍ୟୁଟିରେ ଥିବା ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନିଜଣ ସେବକଙ୍କୁ କୈଫିୟତ ତଲବ । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ କୈଫିୟତ ତଲବ କରିଛନ୍ତି। ଉକ୍ତ ତିନିଜଣ ସେବକଙ୍କୁ ସାତ ଦିନ ମଧ୍ୟରେ ନିଜର ଲିଖିତ…

ଟି୨୦ ସେମିଫାଇନାଲ: ଜାନସେନଙ୍କ ଅର୍ଦ୍ଧଶତକ

କୋଲକାତା: ସ୍ଥାନୀୟ ଇଡେନଗାର୍ଡେନରେ ଚଳିତ ଟି୨୦ ବିଶ୍ୱକପ ୨୦୨୬ ସେମିଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୬୪ ରନର ଲକ୍ଷ୍ୟ ରଖିଛି । ମାର୍କୋ ଜାନେସନଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଯୋଗୁ ଦକ୍ଷିଣ ଆଫ୍ରିକା ଏକ ଆଭରେଜ ସ୍କୋର କରିପାରିଥିଲା ।…

୨ଟି ପର୍ଯ୍ୟାୟରେ ରିଲିଜ ହେବ ଆଇପିଏଲର କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ର କାର୍ଯ୍ୟସୂଚୀ ୨ଟି ପର୍ଯ୍ୟାୟରେ ରିଲିଜ ହେବ । ଆଇପିଏଲ ଗଭଣ୍ଣିଂ କାଉନ୍ସିଲ ଏହା ନିଷ୍ପତି ନେଇଛି । ପ୍ରଥମ ପାର୍ଟ ୬ରୁ ୭ ମାର୍ଚ୍ଚ ମଧ୍ୟରେ ଘୋଷଣା କରାଯିବ । ଦ୍ୱିତୀୟ ପାର୍ଟ କେବେ ଘୋଷଣା ହେବ ତାହା ସ୍ପଷ୍ଟ କରାଯାଇ ନାହିଁ । ପଶ୍ଚିମବଙ୍ଗ,…

Leave Pakistan: ଆମେରିକୀୟ ଅଧିକାରୀମାନେ ଛାଡିଲେ ପାକିସ୍ତାନ;ଦୂତାବାସ କରାଗଲା ଖାଲି

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇରାନ ସହିତ ଚାଲିଥିବା ସାମରିକ ମୁକାବିଲା ମଧ୍ୟରେ, ଆମେରିକା ପାକିସ୍ତାନରେ ଥିବା ନିଜର କୂଟନୀତିଜ୍ଞଙ୍କ ସୁରକ୍ଷା ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କରାଚୀ ଏବଂ ଲାହୋରରେ ଥିବା କନସୁଲେଟର…

ଶ୍ରୀଲଙ୍କା ନିକଟରେ ଇରାନୀ ନୌସେନା ଜାହାଜ ଉପରେ ଆକ୍ରମଣ, ୧୦୧ ନିଖୋଜ ଏବଂ ୭୮ ଆହତ

କଲମ୍ବୋ:ଶ୍ରୀଲଙ୍କାର ଦକ୍ଷିଣ ଉପକୂଳରେ ଏକ ଇରାନୀ ନୌସେନା ଜାହାଜ ଉପରେ ସନ୍ଦିଗ୍ଧ ବୁଡ଼ାଜାହାଜ ଆକ୍ରମଣ ପରେ ଅତି କମରେ ୧୦୧ ଜଣ ନିଖୋଜ ଅଛନ୍ତି ଏବଂ ୭୮ ଜଣ ଆହତ ହୋଇଛନ୍ତି।​​ ଶ୍ରୀଲଙ୍କା ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ବୁଧବାର ରଏଟର୍ସକୁ ସୂଚନା ଦିଆଯାଇଛି। ତେବେ କିଏ…

ତିହିଡ଼ିରେ ଗୋଷ୍ଠୀ ସଂଘର୍ଷ: ୧୨ ଆହତ, ୨ ପ୍ଲାଟୁନ ପୋଲିସ ମୁତୟନ

ଭଦ୍ରକ: ତିହିଡ଼ିରେ ଡିଜେ ବଜାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। ଏହି ସଂଘର୍ଷରେ ୧୨ ଜଣ ଆହତ ହୋଇଥିବା ସୂଚନା ରହିଛି। ଭଦ୍ରକ ଜିଲ୍ଲା ବୋଡ଼କ ପଞ୍ଚାୟତ ଖୋର୍ଦ୍ଧାପାଟଣାରେ କୁମ୍ଭବୁଡ଼ାରୁ ଆରମ୍ଭ ହେଲା ଗୋଷ୍ଠୀ ସଂଘର୍ଷ। ସୂଚନା ଅନୁସାରେ କୁମ୍ଭବୁଡ଼ାରେ ବାରଣ ସତ୍ତ୍ବେ ଗୋଟିଏ ଗୋଷ୍ଠୀ…

ହୋଲିରେ ଅଘଟଣ, ନଦୀରେ ବୁଡି ୩ ଯୁବକ ମୃତ

ଭୁବନେଶ୍ବର: ପବିତ୍ର ‘ହୋଲି’ ପର୍ବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ହୋଲି ଖେଳି ସାରି ନଦୀରେ ଗାଧୋଇବା ବେଳେ ବୁଡିଯାଇ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଧୋଇବା ବେଳେ ମହାନଦୀ, ବ୍ରାହ୍ମଣୀ ଓ ଯୋକଡିଆା ଖରସ୍ରୋତା ନଦୀରେ ବୁଡିଯାଇ ୩ ଯୁବକଙ୍କର ମୃତ୍ୟୁ ହୋଇଛି।…

ଧିରେ ଧିରେ ବଢୁଛି ତାତି, ୪୦ ଡିଗ୍ରୀ ଛୁଇଁପାରେ ଦିନ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ ବଢ଼ୁଛି ତାତି। ଗତ ୨୪ ଘଣ୍ଟାରେ ଝାରସୁଗୁଡାରେ ସର୍ବାଧିକ ୩୯ ଡିଗ୍ରୀ ସେଲସିଅସ୍ ଏବଂ ରାଉରକେଲାରେ ସର୍ବନିମ୍ନ ୧୩.୭ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୩୬.୮ ଓ ସର୍ବନିମ୍ନ ୧୯.୨ ଡିଗ୍ରୀ ସେଲସିଅସ୍ ରହିଥିବାବେଳେ କଟକରେ…