ମିସନ ଅଲିଭ ରିଡଲେ; ୭ ମାସ ପାଇଁ ମାଛ ଧରିବା ଉପରେ କଟକଣା
ପାରାଦୀପ: ନଭେମ୍ବର ୧ ତାରିଖରୁ ଓଡ଼ିଶା ଉପକୂଳରେ 'ଅଲିଭ୍ ରିଡ୍ଲେ' ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ପାଇଁ ମାଛ ଧରିବା ଉପରେ କଟକଣା ଲାଗୁ ହେଉଛି।
ସୂଚନା ଅନୁଯାୟୀ, ରାଜ୍ୟ ସରକାର ନଭେମ୍ବର ୧ ରୁ ମେ' ୩୧ ପର୍ଯ୍ୟନ୍ତ ଉପକୂଳଠାରୁ ୨୦ କିଲୋମିଟର ମଧ୍ୟରେ ଯାନ୍ତ୍ରିକ ମତ୍ସ୍ୟଜୀବୀ ଡଙ୍ଗା…