Murmu to Visit Odisha: ପୁଣି ଗୃହ ରାଜ୍ୟ ଗସ୍ତରେ ଆସୁଛନ୍ତି ମହାମହିମ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ…
ଭୁବନେଶ୍ୱର: ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ ଫେବୃଆରୀ ୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି, ଯାହା ଏକ ସରକାରୀ ଗସ୍ତର ଅଂଶ, ଯେଉଁଥିରେ ବାଲେଶ୍ୱର ଜିଲ୍ଲା ଗସ୍ତ ଅନ୍ତର୍ଭୁକ୍ତ।
ମିଳିଥିବା ସୂଚନା ଅନୁଯାୟୀ,…