ବିଶ୍ୱକପର ନୂଆ ଫର୍ମାଟ ନେଇ ଡବ୍ଲ୍ୟୁସିଏ ଅସନ୍ତୁଷ୍ଟ, ବଢ଼ିପାରେ ବିବାଦ
ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ ନୂଆ ଫର୍ମାଟରେ ହେବ ବୋଲି ଆଇସିସି ଘୋଷଣା କରିଛି । ତେବେ ଏହି ଫର୍ମାଟକୁ ନେଇ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଆସୋସିଏଟ ଦେଶ ଓ ଡବ୍ଲ୍ୟୁସିଏ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୭୦୦ରୁ ଅଧିକ ଆନ୍ତର୍ଜାତୀୟ ଖେଳାଳିଙ୍କ…