Latest Odisha News

BREAKING NEWS

Ahmedabad Firecracker Factory: ଅବୈଧ ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୮ ଜଣଙ୍କ ମୃତ୍ୟୁ,ପ୍ରଧାନମନ୍ତ୍ରୀଙ୍କ…

ଅହମଦାବାଦ:ଶନିବାର ଦିନ ଗୁଜୁରାଟର ଅହମଦାବାଦ ସ୍ଥିତ ଏକ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ସହରର ମହମୁଦପୁର ଅଞ୍ଚଳରେ ଥିବା ଏକ ବେଆଇନ ବାଣ କାରଖାନାରେ ଏକ ଭୟଙ୍କର ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଛି। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର…

ବଳଦ ଚରାଇ ଘରକୁ ଫେରୁଥିବାବେଳ ଅଘଟଣ;ବଜ୍ରପାତ ନେଲା ଯୁବକଙ୍କ ଜୀବନ

ବଡବିଲ:କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ଅଭାବନୀୟ ଘଟଣା । ଉକ୍ତ ଗ୍ରାମର ମୋହନ ଚରଣ ଗିରି ବଳଦ ଚରାଇ ଘରକୁ ଫେରୁଥିବାବେଳେ ବଜ୍ରପାତରେ ଚାଲିଗଲା ଜୀବନ । ଶନିବାର ସନ୍ଧ୍ୟା ସମୟରେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଦେଖାଦେବା ସହ ପ୍ରବଳ ବର୍ଷା ଆରମ୍ଭ…

ନୂଆ ଥିମ୍ ନେଇ ଆସୁଛି KBC 18…

ନୂଆଦିଲ୍ଲୀ: ଲୋକପ୍ରିୟ କୁଇଜ୍ ଶୋ "କୌନ୍ ବନେଗା କରୋଡ଼ପତି" (KBC)ର ସିଜିନ୍ ୧୮ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି। ସୋନି ପିକଚର୍ସ ନେଟୱାର୍କସ୍ ଇଣ୍ଡିଆ ଘୋଷଣା କରିଛି ଯେ ଅମିତାଭ ବଚ୍ଚନଙ୍କ ଦ୍ୱାରା ପରିଚାଳିତ ଏହି ଶୋ'ର ନୂଆ ସିଜିନ୍ ଅଗଷ୍ଟ ୧୦ ତାରିଖ ରାତି ୯ଟାରେ ସୋନି…

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡାଙ୍କ ପତ୍ନୀଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡାଙ୍କ ପତ୍ନୀ ଚନ୍ନମ୍ମାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ପରେ ସେ ଜୁଲାଇ ୧୫ ତାରିଖରୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ ।…

ଗମ୍ଭୀରଙ୍କୁ ଭାରତୀୟ ଦଳର କୋଚ ହେବା ପାଇଁ ରୋହିତ ଦେଇଥିଲେ ପ୍ରସ୍ତାବ

ନୂଆଦିଲ୍ଲୀ: ରୋହିତ ଶର୍ମା ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଥିବା ମତଭେଦକୁ ଅଧିକାଂଶ କ୍ରିକେଟପ୍ରେମୀ ଜାଣିଛନ୍ତି । ଗମ୍ଭୀର ଭାରତୀୟ ଦଳର କୋଚ ଦାୟିତ୍ୱ ତୁଲାଇବା ପରଠାରୁ ଗୋଟିଏ ପରେ ଗୋଟିଏ ବିବାଦୀୟ ଘଟଣା ସମ୍ମୁଖକୁ ଆସୁଛି । ଏବେ ଇଂଲଣ୍ଡ ଗସ୍ତରେ ରୋହିତ ଅବସର ନେଇଯିବେ ବୋଲି ଆଲୋଚନା ଜୋର…

ଦୁଇଟି ମାମଲାରେ ୬ ଗିରଫ, ମାଉଜର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସକୁ ସଫଳତା । ଦୁଇଟି ମାମଲାରେ ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଗୋଟିଏ ମାଉଜର, ଗୋଟିଏ ମାଗାଜିନ୍, ୨ ରାଉଣ୍ଡ ଗୁଳି, ୨ ଟି ବାଇକ୍, ଗୋଟିଏ କାର୍, ୩୫ କେଜି ୫୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । କନ୍ଧମାଳରୁ ଗଞ୍ଜେଇ କାର ଯୋଗେ…

୩ ବର୍ଷିଆ ଏଲଏଲବି ପାଠ୍ୟକ୍ରମ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ୩ ବର୍ଷିଆ ଏଲଏଲବି (ଆଇନ) ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ଏହି ପାଠ୍ୟକ୍ରମ ନିମନ୍ତେ ନିଜର କମନ ଆପ୍ଲିକେସନ ଫର୍ମ ପୂରଣ କରିପାରିବେ। ୧୮ ଜୁଲାଇ ଅପରାହ୍ନ ୪ ଟାରୁ…

Lahari Best Odia Film:ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର;ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ…

ନୂଆଦିଲ୍ଲୀ:ଘୋଷଣା ହେଲା ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ତେବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବାଜି ମାରିଛି ଓଡ଼ିଆ ଫିଲ୍ମ ଲହରୀ। ଯାହାକୁ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ଝିଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା କରିଛନ୍ତି । ଏହି ସଫଳତା ଆଗାମୀ ଦିନରେ ଓଡ଼ିଆ…

୩୦ ଦୁର୍ବୃତ୍ତ, ଗୋଟିଏ କ୍ରେନ୍ ଓ ଟ୍ରକ୍; ଲୁଟିନେଲେ ୩ ହଜାର କେଜିର ଐତିହାସିକ ତୋପ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାର ନରୱାର ଦୁର୍ଗ ହେଉଛି ଏମିତି ଏକ ଐତିହାସିକ ଐତିହ୍ୟ, ଯାହା ଶହ ଶହ ବର୍ଷର ଇତିହାସକୁ ସାକ୍ଷୀ ରଖିଛି। କିନ୍ତୁ ଏବେ ଏହି ଦୁର୍ଗର ଏକ ସୁରକ୍ଷା ଏବଂ ପ୍ରତ୍ନତାତ୍ତ୍ୱିକ ସଂରକ୍ଷଣ ଉଭୟ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସଶସ୍ତ୍ର…

ବିଶିଷ୍ଟ ଲେଖକ ଡ. ବିବୁଧରଞ୍ଜନଙ୍କ ୧୨ଖଣ୍ଡ ଗ୍ରନ୍ଥାବଳୀ ଲୋକାର୍ପିତ

ଭୁବନେଶ୍ୱର: ଲୋକାର୍ପିତ ହେଲା ବିଶିଷ୍ଟ ଲେଖକ ଡକ୍ଟର ବିବୁଧରଞ୍ଜନଙ୍କ ୫୬ଟି ପୁସ୍ତକକୁ ନେଇ ୧୨ ଖଣ୍ଡ ଗ୍ରନ୍ଥାବଳୀ । ଟାଇମପାସ ପ୍ରକାଶନ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁସ୍ତକପର୍ବରେ ଏହାକୁ ଲୋକାର୍ପିତ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ…