Latest Odisha News

BREAKING NEWS

ପୋଲିସ SI କେଳେଙ୍କାରୀ, ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ

ବ୍ରହ୍ମପୁର: ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ। ଭିଜିଲାନ୍ସ କୋର୍ଟରେ ଖାରଜ ହେଲା ଜାମିନ ଆବେଦନ। ଜାମିନକୁ ବିରୋଧ କରିଥିଲା ସିବିଆଇ। ବ୍ରହ୍ମପୁର କୋର୍ଟରେ ସିବିଆଇ ନିଜର ପକ୍ଷ ରଖିଥିଲା।…

ନେପାଳରେ କାହିଁକି ବଢୁଛି ଅସନ୍ତୋଷ; ବିଭିନ୍ନ ସ୍ଥାନରେ କର୍ଫ୍ୟୁ

କାଠମାଣ୍ଡୁ: ମାଧେସୀ ପ୍ରଦେଶର ବାରା ଜିଲ୍ଲାରେ ଜେନ ଜେଡ୍ କର୍ମୀମାନେ ସିପିଏନ୍-ୟୁଏମ୍ଏଲ୍ ସମର୍ଥକଙ୍କ ସହ ଗଣ୍ଡଗୋଳ କରିଥିଲେ। ଯାହାଫଳରେ ଉତ୍ତେଜନା ବୃଦ୍ଧି ପାଇବା ସହ ପ୍ରଶାସନ ସିମ୍ରା ଏବଂ ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଜାରି କରିଥିଲା। ଦଳର ଯୁବ ଜାଗରଣ ଅଭିଯାନରେ ୟୁଏମ୍ଏଲ୍ ନେତା ଶଙ୍କର…

ପୁରୀ ରଥଯାତ୍ରା ଦଳଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ, ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ ଆରମ୍ଭ

ଭୁବନେଶ୍ୱର: ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦଳଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ। ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ ଆରମ୍ଭ। ଦାୟିତ୍ୱରେ ଅବହେଳା ପାଇଁ ପୁରୀ ACFଙ୍କ ବିରୁଦ୍ଧରେ ଆକ୍ସନ ନିଆଯାଇଛି। ସୂଚନା ଅନୁଯାୟୀ ଘଟଣା ଦିନ ACF ଅଶୋକ ବେହେରା କଣ୍ଟ୍ରୋଲ ରୁମ୍ ଦାଇତ୍ୱରେ…

BayofBengal: ନଭେମ୍ବରରେ ଆସୁଛି ବର୍ଷା, ୨୨ରେ ଲଘୁଚାପ!

ଭୁବନେଶ୍ବର:ପୁଣି ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୨୨ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଏହା ଆହୁରି ଘନୀଭୂତ…

Musk Returns To White House: ଛଅ ମାସ ପରେ, ପୁଣି ପୁରୁଣା ବନ୍ଧୁତ୍ବକୁ ଫେରିଲେ ଟ୍ରମ୍ପ ଏବଂ…

ନୂଆଦିଲ୍ଲୀ: ଆମେରିକୀୟ ରାଜନୀତିରେ ସବୁଠାରୁ ହାଇ-ପ୍ରୋଫାଇଲ୍ ମୁହାଁମୁହିଁ ଘଟଣା ମଧ୍ୟରୁ ଗୋଟିଏର କାହାଣୀ ଏବେ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ସହିତ ପୁନଃମିଳନରେ ପରିଣତ ହୋଇଛି। ମାତ୍ର ଛଅ ମାସ ପୂର୍ବରୁ, ଟେସଲାର ସିଇଓ ଏଲୋନ୍ ମସ୍କ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲାଖୋଲି ଭାବରେ ପରସ୍ପର…

India Pollution: ବାୟୁ ପ୍ରଦୂଷଣ ମୁକାବିଲାରେ ଚୀନ୍ ଠାରୁ ଭାରତ କେଉଁ ଜିନିଷ ଶିଖିବା ଜରୁରୀ ?

ନୂଆଦିଲ୍ଲୀ: ଭାରତରେ ପ୍ରଦୂଷଣ ସଙ୍କଟ ଚିନ୍ତାଜନକ ସ୍ତରରେ ପହଞ୍ଚିଛି। ଉତ୍ତର ଭାରତରେ ଶୀତ ୠତୁରେ ବିଷାକ୍ତ କୁହୁଡ଼ି, ଧୂଳିଯୁକ୍ତ ବାୟୁ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦିନକୁ ଦିନ ବଢିଚାଲିଛି। ଯଦିଓ ଭାରତ ବାୟୁ ଗୁଣବତ୍ତା ଉନ୍ନତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି, ତଥାପି ପ୍ରଦୂଷଣ ସ୍ତର…

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ : ସ୍ପିନରଙ୍କୁ ସୁହାଇପାରେ ଗୌହାଟୀ ପିଚ

ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମଧ୍ୟରେ ଗୌହାଟୀରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ନଭେମ୍ବର ୨୨ରୁ ଏହା ଆରମ୍ଭ ହେବ । ଇଡେନଗାର୍ଡେନ ପିଚରେ ମ୍ୟାଚ ୩ ଦିନ ମଧ୍ୟରେ ଶେଷ ହୋଇଥିଲା । ଭାରତ ୩୦ ରନରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିଲା । ଏବେ ସମସ୍ତଙ୍କ ନଜର ଗୌହାଟୀ ପିଚ ଉପରେ…

Presidential Reference: “ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ କ୍ଷମତାରେ ହସ୍ତକ୍ଷେପ କରିପାରିବେନି କୋର୍ଟ, ସ୍ଥିର…

ନୂଆଦିଲ୍ଲୀ: ଗୁରୁବାର ବିଲ୍ ପାସ କରିବା ପାଇଁ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ପାଇଁ ଏକ ସମୟସୀମା ସ୍ଥିର କରିବା ଉପରେ ସୁପ୍ରିମକୋର୍ଟ ଏକ ବଡ ରାୟ ପ୍ରଦାନ କରିଛନ୍ତି। CJIଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟପାଳଙ୍କ ଉପରେ କୌଣସି ସମୟସୀମା ଲାଗୁ…

ରାଷ୍ଟ୍ରପତି ଓ ରାଜ୍ୟପାଳ; କୋର୍ଟ କାହାକୁ ମହଲତ ଦେଇପାରିବେ ନାହିଁ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ବଡ ରାୟ ଦେଇଛନ୍ତି। ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ବିଲ୍ ଉପରେ ନିଷ୍ପତ୍ତି ନେବା ପାଇଁ କୋର୍ଟ କାହାକୁ ମହଲତ ଦେଇପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ପାଞ୍ଚ ଜଣିଆ ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ…

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ବର: ନଭେମ୍ବର ୨୧ ତାରିଖ ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ବୈଠକ। ରାଜ୍ଯ କ୍ୟାବିନେଟରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ। ସୂଚନା ଅନୁସାରେ…